ଓଡିଶା

odisha

ETV Bharat / sports

ଆଜିଠୁ ବିଜୟ ହଜାରେ ଟ୍ରଫି, କେରଳକୁ ଭେଟିବ ଓଡିଶା - Odisha in Vijay Hazare Trophy

ନେଟସରେ ଝାଳ ବୁହାଇଲା ଓଡିଶା । ଆଜି କେରଳକୁ କରିବ ସାମ୍ନା । ଅଧିକ ପଢନ୍ତୁ...

ଆଜି ଠୁ ବିଜୟ ହଜାରେ ଟ୍ରଫି, କେରଳକୁ ଭେଟିବ ଓଡିଶା
ଆଜି ଠୁ ବିଜୟ ହଜାରେ ଟ୍ରଫି, କେରଳକୁ ଭେଟିବ ଓଡିଶା

By

Published : Feb 20, 2021, 7:29 AM IST

କଟକ: ଆଜିଠୁ ବିଜୟ ହଜାରେ ଟ୍ରଫି । ଗ୍ରୁପ ସିରେ ଓଡିଶା ଦଳ ରହିଛି । ଆଜି ବାଙ୍ଗାଲୋରର ଅଲୁର ଷ୍ଟାଡିଅମରେ ଓଡିଶା ତା'ର ପ୍ରଥମ ମ୍ୟାଚରେ କେରଳକୁ ଭେଟିବ ।

ନେଟ୍ସରେ ଝାଳ ବୁହାଇଲା ଓଡିଶା

ତେବେ ଏନେଇ ଗତକାଲି(ଶୁକ୍ରବାର) ନେଟ୍ସରେ ଝାଳ ବୁହାଇଛନ୍ତି । ଉଭୟ ବୋଲିଂ ଓ ବ୍ୟାଟିଂ ଦିଗରେ ଜୋରଦାର ଅଭ୍ୟାସ କରିଛନ୍ତି । କାରଣ ଏହି ଘରୋଇ ଟ୍ରଫି ଶେଷ ମେଗା ଘରୋଇ ଇଭେଣ୍ଟ । ତେବେ ଏହାକୁ ଆଖି ଆଗରେ ଟିମ ଓଡିଶାର ଅଭ୍ୟାସ ଜାରି ରହିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ୍‌, ଇଟିଭି ଭାରତ

ABOUT THE AUTHOR

...view details