କଟକ: କଳାହାଣ୍ଡି କପ ପାଇଁ ଓସିଏରେ ବସିଲା ରୁଦ୍ଧଦ୍ବାର ବୈଠକ । ଯୋଗଦେଲେ ଓସିଏ ସମସ୍ତ ସଦସ୍ୟ ଓ ପୂର୍ବତନ ଖେଳାଳି। କେଉଁ ଢଙ୍ଗରେ ସମ୍ପାଦନ ହେବ ଏହି ମେଗା ପ୍ରତିଯୋଗିତା ସେ ନେଇ ଆଲୋଚନା ହୋଇଛି।
କଳାହାଣ୍ଡି କପ ପାଇଁ ଓସିଏର ରୁଦ୍ଧଦ୍ୱାର ବୈଠକ
କଳାହାଣ୍ଡି କପ ପାଇଁ ଓସିଏରେ ବସିଲା ରୁଦ୍ଧଦ୍ବାର ବୈଠକ । ଯୋଗଦେଲେ ଓସିଏ ସମସ୍ତ ସଦସ୍ୟ ଓ ପୂର୍ବତନ ଖେଳାଳି।
କଳାହାଣ୍ଡି କପ ପାଇଁ ଓସିଏର ରୁଦ୍ଧଦ୍ୱାର ବୈଠକ
ତେବେ 14 ,16 ଓ 19 ବର୍ଷରୁ କମ ବୟସର ଖେଳାଳି ଏହି ପ୍ରତିଯୋଗିତା ଭାଗ ହେବା ନେଇ ଲକ୍ଷ୍ୟ ରଖିଛି ଓସିଏ । ଏହାସହ ମହିଳା ରେସିଡେନ୍ସ କ୍ୟାମ୍ପ ପାଇଁ ମଧ୍ୟ ଲକ୍ଷ ରଖିଛି ଓଡିଶା କ୍ରିକେଟ ସଂଘ। କେଉଁ ଫାର୍ମାଟ ରେ ଖେଳ ହେବ ତାହା କୁ ନେଇ ମଧ୍ୟ ହୋଇଥିଲା ଆଲୋଚନା ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ