ଓଡିଶା

odisha

ETV Bharat / sports

ଓସିଏ ପୁରୁଷ ଜୁନିୟର ଚୟନ କମିଟି ଘୋଷଣା, ଅମୀୟ ରୟ ଚେୟାରମ୍ୟାନ - _OCA announced selection Commitee

ଓଡିଶା କ୍ରିକେଟ ଆସୋସିଏସନ (ଓସିଏ)ରେ ଗଠନ ହେଲା ପୁରୁଷ ଜୁନିୟର ଚୟନ କମିଟି । ଅଧିକ ପଢନ୍ତୁ...

OCA announced new five member junior selection Commitee
ଓସିଏ ପୁରୁଷ ଜୁନିୟର ଚୟନ କମିଟି ଘୋଷଣା, ଅମୀୟ ରୟ ଚେୟାରମ୍ୟାନ

By

Published : Dec 4, 2020, 8:36 PM IST

Updated : Dec 4, 2020, 9:31 PM IST

କଟକ:ଓଡିଶା କ୍ରିକେଟ ଆସୋସିଏସନ (ଓସିଏ)ରେ ଗଠନ ହେଲା ପୁରୁଷ ଜୁନିୟର ଚୟନ କମିଟି । ଏହି କମିଟିରେ ରହିଛନ୍ତି 5 ଜଣ ସଦସ୍ୟ ।

ଯାହା ଆଗାମୀ ଦିନରେ ହେବାକୁ ଥିବା ଜୁନିୟର ଲେଭଲ ଟୁର୍ଣ୍ଣାମେଣ୍ଟ ପାଇଁ ଦଳ ଚୟନ କରିବେ । ଗଠିତ କମିଟିରେ ଜଣେ ଚେୟାରମ୍ୟାନ ଓ 4ଜଣ ସଦସ୍ୟ ରହିଛନ୍ତି ।


ଚୟନ କମିଟିର ଚେୟାରମାନ ଦାୟିତ୍ୱ ଅମୀୟ ରୟଙ୍କୁ ମିଳିଛି । ସେହିପରି ସୁବିତ ବିଶ୍ୱାଳ, ସାହିଦ ଖାନ, ବିବିସିସି ମହାପାତ୍ର ଓ ପାନାଲାଲ ବୋଷ ସଦସ୍ୟ ଭାବରେ କମିଟିରେ ରହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Dec 4, 2020, 9:31 PM IST

ABOUT THE AUTHOR

...view details