ଓଡିଶା

odisha

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ଓଡିଶା ଦଳ ଘୋଷଣା

By

Published : Dec 24, 2020, 9:56 PM IST

ସୟଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ଘୋଷଣା ହେଲା 20 ଜଣିଆ ଓଡିଶା ଟିମ । ଘୋଷିତ ଦଳରେ ଶୁଭ୍ରାଂଶୁ ସେନାପତି ଅଧିନାୟକ ଥିବାବେଳେ, ବିପ୍ଳବ ସାମନ୍ତରାୟ, ଗୋବିନ୍ଦ ପୋଦାରଙ୍କ ଭଳି ଅଭିଜ୍ଞ ଖେଳାଳି ରହିଛନ୍ତି । ଅଧିକ ପଢନ୍ତୁ...

OCA Announced 20 members Odisha squad for syed mushtaq ali trophy
ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ଓଡିଶା ଦଳ ଘୋଷଣା

କଟକ:ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ଘୋଷଣା ହେଲା ଟିମ ଓଡିଶା । କଲିକତାରେ ଖେଳିବାକୁ ଥିବା ସମସ୍ତ ମ୍ୟାଚ ପାଇଁ ଆଜି 20 ଜଣିଆ ଦଳ ଘୋଷଣା କରିଛି ଓଡିଶା କ୍ରିକେଟ ଆସୋସିଏସନ(ଓସିଏ) । ଜାନୁଆରୀ 10ରୁ ଆରମ୍ଭ ହେବ ବିସିସିଆଇର ଏହି ଟୁର୍ଣ୍ଣାମେଣ୍ଟ । ଫଳରେ ଓଡିଶା ଖେଳାଳିଙ୍କ ତାଲିକା ପ୍ରଦାନ କରିଛି ।

1. ବିପ୍ଳବ ସାମନ୍ତରାୟ
2. ଗୋବିନ୍ଦ ପୋଦାର
3. ଶୁଭ୍ରାଂଶୁ ସେନାପତି (ଅଧିନାୟକ)
4. ପ୍ରତୀକ ଦାସ
5. ଶାନ୍ତନୁ ମିଶ୍ର
6. ଅଙ୍କିତ ୟାଦବ
7. ଆଦିତ୍ୟ ରାଉତ
8. ଗୌରବ ଚୌଧୁରୀ
9. ସୁକେଶ ହୀରା
10. ୱାଲଟର ଟପୋ
11. ରାଜେଶ ଧୂପର (ୱିକେଟ ରକ୍ଷକ)
12. ପ୍ରବୀନ ଲୋହା (ୱିକେଟ ରକ୍ଷକ)
13. ସୂର୍ଯ୍ୟକାନ୍ତ ପ୍ରଧାନ
14. ସର୍ବେଶ୍ୱର ମହାନ୍ତି
15. ତାରିଣୀ ସ
16. ପପୁ ରାଏ
17. ଅଙ୍କିତକର ଜୈସ୍ୱଲ
18. ରାଜେଶ ମହାନ୍ତି
19. ସୁନୀଲ କୁମାର ରାଉଳ
20. ଆଶିଷ ରାୟ

କଟକରୁ ପ୍ରଭୁ କଲ୍ୟାଣ, ଇଟିଭି ଭାରତ

ABOUT THE AUTHOR

...view details