ମୁମ୍ବାଇ: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ନୂତନ ଦଶନ୍ଧି ଆରମ୍ଭକୁ ନେଇ ନିଜର ମତ ଦେଇଛନ୍ତି। ତାଙ୍କ ମତରେ ଆଗାମୀ ଦଶନ୍ଧିର ଶିଶୁ ଓ ତାଙ୍କର ସ୍ବପ୍ନଙ୍କୁ ସମ୍ପୂର୍ଣ୍ଣ ଭାବେ ସ୍ବାଧିନତା ମିଳିବା ଦରକାର।
‘ନୂଆ ଦଶନ୍ଧିରେ ଶିଶୁଙ୍କ ସପ୍ନଙ୍କୁ ସମ୍ପୂର୍ଣ୍ଣ ସ୍ବାଧୀନତା ମିଳିବା ଦରକାର’ - tendulkar
ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ମତରେ ଆଗାମୀ ଦଶନ୍ଧିର ଶିଶୁ ଓ ତାଙ୍କର ସ୍ବପ୍ନଙ୍କୁ ସମ୍ପୂର୍ଣ୍ଣ ଭାବେ ସ୍ବାଧିନତା ମିଳିବା ଦରକାର।
tendulkar
ସଚିନ କହିଛନ୍ତି ଯେ, 2020 ଆରମ୍ଭ ହେବାକୁ ଯାଉଛି । ନୂଆ ଦଶନ୍ଧି ଶିଶୁଙ୍କ ହେବା ଦରକାର। ସେମାନଙ୍କୁ ନିଜର ସ୍ବପ୍ନ ପୂରଣ କରିବାର ସ୍ବାଧିନତା ଦେବା ଦରକାର। ଖେଳ ଶିଶୁଙ୍କୁ ସୁସ୍ଥ ରଖିବା ସହ ଟିମ ଓ୍ବାର୍କ ମଧ୍ୟ କରିବା ଶିଖାଏ। ସମସ୍ତ ଶିଶୁଙ୍କୁ ସମାନ ସୁଯୋଗ ମିଳିବା ଦରକାର। କାହା ସହ ବି ଭେଦଭାବ ହେବା ଅନୁଚିତ୍।