ଓଡିଶା

odisha

ETV Bharat / sports

ବିଶ୍ବକପ: ଫାଇନାଲ ଫାଇଟ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ନେଲା ବ୍ୟାଟିଂ ନିଷ୍ପତ୍ତି

44ଦିନର ଫାଇଟ୍‌ ପରେ ଆଜି କ୍ରିକେଟକୁ ମିଳିବ ନୂଆ ଚମ୍ପିଆନ । ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ କ୍ରିକେଟ ମହାକୁମ୍ଭର ଅନ୍ତିମ ମ୍ୟାଚ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହୋଇଯାଇଛି ।

By

Published : Jul 14, 2019, 3:16 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@cricketworldcup

ଲର୍ଡ୍ସ: ଆରମ୍ଭ ହୋଇଯାଇଛି କ୍ରିକେଟ ମହାକୁମ୍ଭର ଅନ୍ତିମ ଯୁଦ୍ଧ । ଲର୍ଡ୍ସ ଗ୍ରାଉଣ୍ଡରେ ପ୍ରଥମେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି । ତେବେ 2ଦଳ ନିଜର ପ୍ରଥମ ଟାଇଟଲ ଆଶାରେ ମଇଦାନକୁ ଓହ୍ଲାଇଛନ୍ତି ।

2ଦଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@cricketworldcup

ନ୍ୟୁଜିଲାଣ୍ଡ ଏକାଦଶ ଦଳ: ମାର୍ଟିନ ଗୁପ୍ଟିଲ, କଲିନ ମନ୍ରୋ, କେନ ୱିଲିୟମସନ(କ୍ୟାପଟେନ), ରସ ଟେଲର, ଟମ ଲାଥମ(ୱିକେଟକିପର), ଜେମ୍ସ ନିଶାମ, କଲିନ ଦି ଗ୍ରାଣ୍ଡହୋମ, ମିଚେଲ ସାଣ୍ଡନର, ମ୍ୟାଟ ହେନେରୀ, ଟ୍ରେଣ୍ଟ ବୋଲ୍ଟ, ଲୁକି ଫର୍ଗୁସନ, ହେନେରୀ ନିକଲୋସ

ଇଂଲଣ୍ଡ ଏକାଦଶ ଦଳ: ଜାସନ ରୟ, ଜନି ବେୟାରଷ୍ଟୋ, ଜୋ ରୁଟ୍‌, ଇୟନ ମୋର୍ଗନ(କ୍ୟାପଟେନ), ବେନ ଷ୍ଟୋକ୍ସ, ଜୋସ ବଟଲର, କ୍ରସ୍‌ ଓ୍ବକ୍ସ, ଜୋଫ୍ରା ଆର୍ଚର, ମାର୍କ ଉଡ, ଲାଏମ ପ୍ଲଙ୍କେଟ୍‌, ଆଦିଲ ରସିଦ ।

For All Latest Updates

ABOUT THE AUTHOR

...view details