ଓଡିଶା

odisha

ETV Bharat / sports

ଫ୍ୟାନ୍ସଙ୍କ ବୁଲେଟରେ ମାହିଙ୍କ ଅଟୋଗ୍ରାଫ - କ୍ରିକେଟ

ମାହିଙ୍କ ଫ୍ୟାନ ଫଲୋଇଙ୍ଗ ଆକାଶଛୁଆଁ । ତାଙ୍କୁ ଏକଲା କେବେ ଛାଡନ୍ତି ନାହିଁ । ନିକଟରେ ମାହିଙ୍କ ଠାରୁ ଜଣେ ଫ୍ୟାନ୍ସ ନିଜର ବୁଲେଟ ବାଇକ୍‌ରେ ଅଟୋଗ୍ରାଫ ନେଉଥିବା ଦେଖିବାକୁ ମିଳିଛି।

ms dhoni

By

Published : Nov 1, 2019, 2:12 PM IST

ରାଞ୍ଚି: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଏମଏସ ଧୋନି ବିଶ୍ବକପ ପର ଠାରୁ କ୍ରିକେଟରୁ ଦୂରରେ ଅଛନ୍ତି। ହେଲେ ତାଙ୍କର ପ୍ରଶଂସକ ମାହିଙ୍କ ଠାରୁ ଦୂରେଇ ରହି ପାରୁନାହଁନ୍ତି । ରାଞ୍ଚିରେ ମାହି ଓ ତାଙ୍କ ଫ୍ୟାନ୍ସଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି।

ସେହି ଭିଡିଓରେ ମାହି ତାଙ୍କ ପ୍ରଶଂସକର ବୁଲେଟ ବାଇକରେ ଅଟୋଗ୍ରାଫ ଦେଉଥିବାର ଦେଖିବାକୁ ମିଳିଛି। ବାଇକ୍‌ରେ ଅଟୋଗ୍ରାଫ ପାଇ ଫ୍ୟାନ୍ସ ଜଣକ ବେଶ୍‌ ଖୁସି ହୋଇଯାଇଛନ୍ତି। ସମସ୍ତଙ୍କୁ ଜଣା ଯେ ମାହିଙ୍କୁ ବାଇକ ବେଶ୍‌ ପ୍ରିୟ।

ABOUT THE AUTHOR

...view details