ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଟିମର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ମ୍ୟାଚ ଖେଳିବେ ନାହିଁ । 30 ଅକ୍ଟୋବରେ ହେବାକୁ ଥିବା 2ୟ ଟି-20 ମ୍ୟାଚରେ ଖେଳିବେ ନାହିଁ ଷ୍ଟାର୍କ । ମ୍ୟାଚ ନଖେଳିବାର କାରଣ ହେଲା ତାଙ୍କର ଭାଇ ବାହାଘର ।
ଭାଇ ବାହାଘର ପାଇଁ ମ୍ୟାଚ ଖେଳିବେନି ଷ୍ଟାର୍କ - କ୍ରିକେଟ ନ୍ୟୁଜ
ଶ୍ରୀଲଙ୍କା ବିପକ୍ଷରେ 30 ଅକ୍ଟୋବରେ ହେବାକୁ ଥିବା 2ୟ ଟି-20 ମ୍ୟାଚରେ ଅଷ୍ଟ୍ରେଲିଆ ଟିମର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଖେଲିବେ ନାହିଁ । ଭାଇ ବାହାଘରରେ ଯୋଗ ଦେବା ପାଇଁ ଗୋଟିଏ ମ୍ୟାଚରୁ ଓହରିଛନ୍ତି ମିଚେଲ ।

cricket
ତେବେ 3ୟ ଟେଷ୍ଟ ମ୍ୟାଚରେ ଦଳକୁ ଫେରିବେ ମିଚେଲ ।
ସୂଚନାଥାଉକି, ମିଚେଲଙ୍କ ଅନୁପସ୍ଥିତିରେ ବିଲି ଷ୍ଟେନଲେକ କିମ୍ବା ସିନ ଏବୋଟଙ୍କୁ 2ୟ ଟି-20 ମ୍ୟାଚରେ ଖେଳିବାକୁ ସୁଯୋଗ ମିଳିପାରେ ।