ମେଲବୋର୍ଣ୍ଣ: ମହିଳା ବିଗବାସ୍ ଲିଗ (WBBL) କ୍ଳବ ମେଲବୋର୍ଣ୍ଣ ଷ୍ଟାର୍ସ, ଟ୍ରେଣ୍ଟ ଉଡହିଲଙ୍କୁ ମୁଖ୍ୟ କୋଚ ଭାବେ ନିଯୁକ୍ତ କରିଛି । ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ ଡେୟାରଡେଭିଲ୍ସର କୋଚ ରହିସାରିଛନ୍ତି ଉଡହିଲ । ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡର 'ଦ ହଣ୍ଡ୍ରେଡ' ଟୁର୍ଣ୍ଣାମେଣ୍ଟ ପରିକଳ୍ପନାରେ ଉଡହିଲଙ୍କ ପ୍ରମୁଖ ଭୁମିକା ରହିଛି ।
ମହିଳା ବିଗବାସ୍ ଲିଗ: ମେଲବୋର୍ଣ୍ଣ ଷ୍ଟାର୍ସର ମୁଖ୍ୟ କୋଚ ହେଲେ ଟ୍ରେଣ୍ଟ ଉଡହିଲ - Melbourne Star coach Trent Woodhil
ମହିଳା ବିଗବାସ୍ ଲିଗ (WBBL) କ୍ଳବ ମେଲବୋର୍ଣ୍ଣ ଷ୍ଟାର୍ସ, ଟ୍ରେଣ୍ଟ ଉଡହିଲଙ୍କୁ ମୁଖ୍ୟ କୋଚ ଭାବେ ନିଯୁକ୍ତ କରିଛି ।
ମହିଳା ବିଗବାସ୍ ଲିଗ: ଟ୍ରେଣ୍ଟ ଉଡହିଲ ମେଲବୋର୍ଣ୍ଣ ଷ୍ଟାର୍ସର ମୁଖ୍ୟ କୋଚ ନିଯୁକ୍ତ
ଅଷ୍ଟ୍ରେଲିଆର ଷ୍ଟାର ଓପନର ଆଲେସ ହେଲୀଙ୍କ ବ୍ୟାଟିଂ କୋଚ ରହିଛନ୍ତି । ଟ୍ରେଣ୍ଟ ଉଡହିଲଙ୍କ ପରି ଦକ୍ଷ କୋଚଙ୍କ ଉପସ୍ଥିତି ମେଲବୋର୍ଣ୍ଣ ଷ୍ଟାର୍ସର ପ୍ରଦର୍ଶନକୁ ଦ୍ବିଗୁଣିତ କରିବ ବୋଲି, କ୍ଳବ ମ୍ୟାନେଜର ନିକ କମିନ୍ସ କହିଛନ୍ତି ।