ରାଞ୍ଚି: ରାଜଧାନୀ ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଏମ୍ଏସ ଧୋନି । ଆଇପିଏଲ ପାଇଁ ଚେନ୍ନାଇ ଯିବା ପୂର୍ବରୁ ଏଠାରେ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି । 29 ମାର୍ଚ୍ଚରେ ଆଇପିଏଲ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଧୋନି ଫିଟନେସ ଉପରେ ଧ୍ୟାନ ଦେଇଛନ୍ତି ।
ଆଇପିଏଲ ପୂର୍ବରୁ ଜେଏସସିଏ ଷ୍ଟାଡିୟମରେ ମାହି - ରାଜଧାନୀ ରାଞ୍ଚିର ଜେଏସସିଏ ଷ୍ଟାଡିୟମ
ମାର୍ଚ୍ଚ 29ରୁ ଆଇପିଏଲ୍ ଲଢେଇ । ଆଇପିଏଲ ପାଇଁ ଚେନ୍ନାଇ ଯିବା ପୂର୍ବରୁ ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଏମ୍ଏସ ଧୋନି ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି ।
Mahendra Singh Dhoni started IPL preparations
ଭାରତୀୟ କ୍ରିକେଟ ଟିମରେ ମାହି ସାମିଲ ନାହାଁନ୍ତି । ତେବେ ଆଇପିଏଲର ଏହି ଟୁର୍ଣ୍ଣାମେଣ୍ଟ ଧୋନିଙ୍କ ବେଶ୍ ଖାସ୍ । ସୂଚନାଥାଉକି ମାହି ଯେତେବେଳେ ନିଜର ହୋମ୍ ଟାଉନ୍ରେ ରହିଥାନ୍ତି, ଘଣ୍ଟା ଘଣ୍ଟା ଧରି ଜେଏସସିଏ ଷ୍ଟାଡିୟମରେ ଅଭ୍ୟାସ କରିଥାନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 26, 2020, 12:00 AM IST