ମାଉଣ୍ଟ ମାଉଙ୍ଗାନୁଇ: ଭାରତ-ନ୍ୟୁଜିଲାଣ୍ଡ 3ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ମୂଳପୋଛ କରିଛି କିଓ୍ବି ଦଳ । ଦିନିକିଆ ସିରିଜର ଅନ୍ତିମ ମ୍ୟାଚରେ 5 ଓ୍ବିକେଟରେ ବିଜୟ ହାସଲ କରିଥିଲା କେନଙ୍କ ବାହିନୀ ।
NZvsIND: କିଓ୍ବିର କ୍ଲିନ ସୁଇପ ପରେ ଏପରି କହିଲେ କୋହଲି... - ଭାରତ-ନ୍ୟୁଜିଲାଣ୍ଡ
ସୁଯୋଗକୁ ହାତ ଛଡା କରିଛୁ ବୋଲି ସିରିଜ ହାରିବା ପରେ କହିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି।
![NZvsIND: କିଓ୍ବିର କ୍ଲିନ ସୁଇପ ପରେ ଏପରି କହିଲେ କୋହଲି... virat kohli](https://etvbharatimages.akamaized.net/etvbharat/prod-images/768-512-6036292-thumbnail-3x2-virat-kohli-18.jpg)
virat kohli
ଏହି ସିରିଜ ପରେ ଭାରତର ଅଧିନାୟକ ବିରାଟ କହିଛନ୍ତି ଯେ, ନିୟମିତ ଅନ୍ତରାଳରେ ଓ୍ବିକେଟ ହାସଲ କରିବାରେ ସକ୍ଷମ ହେଲୁ ନାହିଁ । ଆମର ଫିଲ୍ଡିଂ ବହୁତ ଖରାପ ଥିଲା । ଏତେବି ଖରାପ ପ୍ରଦର୍ଶନ କରି ନାହୁଁ ହେଲେ ୁ ଯେତେବେଳେ ସୁଯୋଗକୁ ହାତ ଛଡା କରିଛୁ ତେବେ ଆମେ ବିଜୟର ଯୋଗ୍ୟ ନୁହେଁ ।
ଆହୁରୀ ମଧ୍ୟ ସେ କହିଛନ୍ତି ଯେ, ବ୍ୟାଟ୍ସମ୍ୟାନ କଠିନ ପରିସ୍ଥିତିରେ ଭଲ ଖେଳିଛନ୍ତି । ଯାହା ଏକ ସକାରାତ୍ମକ ସଙ୍କେତ ।