ମୁମ୍ବାଇ: ଆଗାମୀ ୱେଷ୍ଟଇଣ୍ଡିଜ ଗସ୍ତ ସୋମବାର ଭାରତୀୟ ଦଳ ଯାତ୍ରା ଆରମ୍ଭ କରିବ । ଏହା ପୂର୍ବରୁ କ୍ୟାପଟେନ ବିରାଟ କୋହଲି ପ୍ରେସ କନଫରେନ୍ସ କରିବେ ବୋଲି ବିସିସିଆଇ ସୂଚନା ଦେଇଛି । ମାତ୍ର କିଛି ସମୟ ତଳେ ପ୍ରେସ କନଫରେନ୍ସ ହେବନି ବୋଲି ଖବର ଗଣମାଧ୍ୟମରେ ପ୍ରକାଶ ପାଉଥିଲା ।
ୱେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ପ୍ରେସ୍ କନଫରେନ୍ସ କରିବେ ବିରାଟ - ୱେଷ୍ଟଇଣ୍ଡିଜ ଗସ୍ତ
ୱେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ କ୍ୟାପଟେନ ବିରାଟ କୋହଲି ପ୍ରେସ କନଫରେନ୍ସ କରିବେ ବୋଲି ବିସିସିଆଇ ସୂଚନା ଦେଇଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
ତେବେ ଭାରତୀୟ ଦଳ ଏହି ଗସ୍ତରେ 3ଟି ଟି-20 3ଟି ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବା । ଆଗଷ୍ଟ 3ରେ ପ୍ରଥମ ଟି-20 ମ୍ୟାଚ ଖେଳାଯିବାକୁ ଥିବା ବେଳେ ପ୍ରଥମ ଦିନିକିଆ ଅଗଷ୍ଟ 8ତାରିଖରେ ଖେଳାଯିବା । ସେହିପରି ଅଗଷ୍ଟ 22ତାରିଖରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ ।