ଦୁବାଇ:ଇଂଲଣ୍ଡର ପୂର୍ବତନ କ୍ୟାପଟେନ କେଭିନ ପିଟରସନ ଶୁକ୍ରବାର ନିଜ ଘରକୁ ଫେରିଯାଇଛନ୍ତି । ସେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର କମେଣ୍ଟ୍ରୀ ପ୍ୟାନେଲର ସଦସ୍ୟ ରହିଥିଲେ । ତେବେ ପରିବାର ସହ ରହିବାକୁ ଏହି ନିଷ୍ପତ୍ତି ନେଇଥିବା ଟ୍ବିଟ ଯୋଗେଁ ସୂଚନା ଦେଇଛନ୍ତି ପିଟରସନ ।
କମେଣ୍ଟ୍ରୀ କରିବା ପୂର୍ବରୁ ପିଟରସନ, ଆଇପିଏଲରେ 4ଟି ଭିନ୍ନଭିନ୍ନ ଟିମରେ ଖେଳିସାରିଛନ୍ତି । ତେବେ ପିଟରସନ ଲଣ୍ଡନ ପହଞ୍ଚିସାରିଥିବା ସ୍ପଷ୍ଟ ହୋଇଛି ।