ମେଲବୋର୍ଣ୍ଣ: ଆର୍ଥିକ ସଙ୍କଟ ହେଇ ଗତି କରୁଛି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ । ପୂର୍ବରୁ 80 ପ୍ରତିଶତ କର୍ମଚାରୀଙ୍କୁ ଛଟେଇ ସହ ଅବଶିଷ୍ଟଙ୍କୁ 20 ପ୍ରତିଶତ ଦରମା ଦେବାକୁ ବୋର୍ଡ ଘୋଷଣା କରିଛି ।
ଆର୍ଥିକ ସଙ୍କଟରେ କ୍ରିକେଟ ଅଷ୍ଟ୍ରେଲିଆ : ଦରମା କାଟକୁ ଖେଳାଳୀଙ୍କ ସ୍ବୀକାର - ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ
ଆର୍ଥିକ ସଙ୍କଟ ହେଇ ଗତି କରୁଛି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ (CA)। ପୂର୍ବରୁ 80 ପ୍ରତିଶତ କର୍ମଚାରୀଙ୍କୁ ଛଟେଇ ସହ ଅବଶିଷ୍ଟଙ୍କୁ 20 ପ୍ରତିଶତ ଦରମା ଦେବାକୁ ବୋର୍ଡ ଘୋଷଣା କରିଛି ।
![ଆର୍ଥିକ ସଙ୍କଟରେ କ୍ରିକେଟ ଅଷ୍ଟ୍ରେଲିଆ : ଦରମା କାଟକୁ ଖେଳାଳୀଙ୍କ ସ୍ବୀକାର Josh Hazlewood says players willing to take pay cuts](https://etvbharatimages.akamaized.net/etvbharat/prod-images/768-512-6861818-thumbnail-3x2-image.jpg)
କ୍ରିକେଟ ଅଷ୍ଟ୍ରେଲିଆରେ ଆର୍ଥିକ ସଙ୍କଟ: ଦରମା କାଟକୁ ଅଷ୍ଟ୍ରେଲିଆ କ୍ରିକେଟରଙ୍କ ସ୍ବୀକାର
କ୍ରିକେଟରଙ୍କ ଦରମା କାଟ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ଦରମା କାଟ ହେଲେ ସମସ୍ତ ଖେଳାଳି ଏହାକୁ ସ୍ବୀକାର କରିବେ କହିଛନ୍ତି ସ୍ପିଡଷ୍ଟାର ଜସ ହେଜେଲଉଡ । ତେବେ ଖୁବଶୀଘ୍ର ବୋର୍ଡ ଏହି ସଙ୍କଟ ପରିସ୍ଥିତିରୁ ବାହାରିବ ଆଶା ପ୍ରକାଶ କରିଛନ୍ତି ହେଜେଲଉଡ । କୋରୋନା ଭାଇରସ ଯୋଗୁଁ ମାର୍ଚ୍ଚରୁ ଅଷ୍ଟ୍ରେଲିଆରେ କ୍ରିକେଟ ବନ୍ଦ ରହିଛି । ଦେଶର ସୀମା ସିଲ ହେବା ସହ 6 ମାସ ବିମାନ କଟକଣା ଲାଗୁ ହୋଇଛି ।