ICC U-19 World Cup warm-up: ଆଫଗାନିସ୍ତାନକୁ 211ରନରେ ମାତ୍ ଦେଲା ଭାରତ - ଆଇସିସି
ଆଇସିସି 19ରୁ କମ କ୍ରିକେଟ ବିଶ୍ବକପ ପୂର୍ବରୁ ଅଭ୍ୟାସ ମ୍ୟାଚରେ କାର୍ତ୍ତିକ ତ୍ୟାଗୀ ହ୍ୟାଟ୍ରିକ ଓ୍ବିକେଟ ନେଇଛନ୍ତି । ଆଫଗାନିସ୍ତାନକୁ 211 ରନରେ ପରାସ୍ତ କରିଛନ୍ତି ।

ICC U-19 World Cup warm-up
ପ୍ରିଟୋରିୟା: ଆଇସିସି 19ରୁ କମ କ୍ରିକେଟ ବିଶ୍ବକପ ପୂର୍ବରୁ ଅଭ୍ୟାସ ମ୍ୟାଚରେ ରବିବାର ଦିନ ଭାରତ ଆଫଗାନିସ୍ତାନକୁ 211ରନରେ ହରାଇଛି । କାର୍ତ୍ତିକ ଏହି ମ୍ୟାଚରେ ହ୍ୟାଟ୍ରିକ ଓ୍ବିକେଟ ନେଇଛନ୍ତି । ଭାରତର 256ରନ୍ର ପିଛା କରି ଆଫଗାନିସ୍ତାନ 44ରେ ଅଲଆଉଟ୍ ହୋଇଯାଇଛନ୍ତି ।