ଓଡିଶା

odisha

ETV Bharat / sports

IPL 2020: ଖେଳାଳି ଅଦଳବଦଳ, କିଏ କେଉଁ ଦଳକୁ ଗଲେ ?

କେଉଁ ଖେଳାଳି କେଉଁ ଦଳରୁ କେଉଁ ଦଳକୁ ଗଲେ, ଜାଣନ୍ତୁ

By

Published : Nov 15, 2019, 10:37 PM IST

ଆଇପିଏଲ ଅକ୍ସନ

ହାଇଦ୍ରାବାଦ: ଆସାନ୍ତା ମାସରେ ଆଇପିଏଲ ଅକ୍ସନ । ହେବ ଖେଳାଳିଙ୍କ କିଣାବିକା । ଏହା ପୂର୍ବରୁ ଶୁକ୍ରାବାର ବିଭିନ୍ନ ଫ୍ରାଞ୍ଚାଇଜ୍‌ମାନେ ନିଜ ନିଜର ବଳାକା ଖେଳାଳିଙ୍କୁ ଦଳରୁ ରିଲିଜ କରିଛନ୍ତି । ଏଥି ସହିତ ବିଭିନ୍ନ ଦଳମାନେ ଅକ୍ସନ ପୂର୍ବରୁ କିଛି ଖେଳାଳିଙ୍କୁ ନିଜ ଦଳକୁ ମଧ୍ୟ ଆଣିଛନ୍ତି ।

ତେବେ ବଳକା ଥିବା ଖେଳାଳିଙ୍କୁ ନେଇ ହେବ ଆଇପିଏଲ ଅକ୍ସନ । ଲିଗ୍‌ର ଧନୀ ଦଳ ତଥା ଡିଫେଣ୍ଡିଙ୍ଗ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ସବୁଠାରୁ ଅଧିକ ଖେଳାଳି 12 ଜଣଙ୍କୁ ଦଳରୁ ରିଲିଜ କରିଛି ।

ସେହିପରି ରାଜସ୍ଥାନ ରୟାଲ୍ସ ନିଜ ଦଳର ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ ଦଳରୁ କାଢିଛି । ରାହେଣଙ୍କୁ ଦିଲ୍ଲୀ ଫ୍ରାଞ୍ଚାଇଜ କିଣିଛି । ସେହିପରି ଦିଲ୍ଲୀଠାରୁ ଦକ୍ଷିଣ ଆଫ୍ରିକା ଦୃତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ ।


କେଉଁ ଖେଳାଳି କେଉଁ ଦଳରୁ କେଉଁ ଦଳକୁ ଗଲେ

ଖେଳାଳିଙ୍କ ନାମ କେଉଁ ଦଳରେ ଥିଲେ କେଉଁ ଦଳକୁ ଗଲେ ଖେଳାଳିଙ୍କ ଦାମ
ମୟଙ୍କ ମାର୍କଣ୍ଡେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସ 20 ଲକ୍ଷ
ଶେରଫାନେ ରଦରଫୋର୍ଡ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସ 6.2 କୋଟି
ରବିଚନ୍ଦ୍ରନ ଅଶ୍ବିନ କିଙ୍ଗ୍ସ ଏକାଦଶ ପଞ୍ଜାବ ଦିଲ୍ଲୀ କ୍ୟାପିଟାଲ୍ସ 7.2 କୋଟି
ଜଗଦେଶ ସୁଚିଥ ଦିଲ୍ଲୀ କ୍ୟାପିଟାଲ୍ସ କିଙ୍ଗ୍ସ ଏକାଦଶ ପଞ୍ଜାବ 20 ଲକ୍ଷ
ଟ୍ରେଣ୍ଟ ବୋଲ୍ଟ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସ 2.2 କୋଟି
କ୍ରିଷ୍ଣାପା ଗୋଥାମ ରାଜସ୍ଥାନ ରୟାଲ୍ସ କିଙ୍ଗ୍ସ ଏକାଦଶ ପଞ୍ଜାବ 6.2 କୋଟି
ଅଙ୍କିତ ରାଜପୁତ କିଙ୍ଗ୍ସ ଏକାଦଶ ପଞ୍ଜାବ ରାଜସ୍ଥାନ ରୟାଲ୍ସ 3 କୋଟି
ଧୱଲ କୁଲକର୍ଣ୍ଣି ରାଜସ୍ଥାନ ରୟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସ 75 ଲକ୍ଷ
ଅଜିଙ୍କ୍ୟ ରାହାଣେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସ 4 କୋଟି
ରାହୁଲ ତେୱାଟିଆ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସ 3 କୋଟି
ସିଦ୍ଧେଶ ଲାଡ ମୁମ୍ବାଇ ଇଣ୍ଡିଆନ୍ସ କୋଲକାତା ନାଇଟ ରାଇଡର୍ସ --------

ABOUT THE AUTHOR

...view details