ମୁମ୍ବାଇ: ନିଜର ପୁରୁଣା ଅନ୍ଦାଜରେ ନଜର ଆସିଛନ୍ତି 'ମିଷ୍ଟର ଆଇପିଏଲ' ସୁରେଶ ରାଇନା । ଟିମ ଇଣ୍ଡିଆର ପୂର୍ବତନ ଷ୍ଟାର ଅଲରାଉଣ୍ଡର ରାଇନା ୟୁଏଇରେ ଖେଳାଯାଇଥିବା ଆଇପିଏଲର ଗତ ସଂସ୍କରଣରେ ଖେଳିନଥିଲେ । ବ୍ୟକ୍ତିଗତ କାରଣ ଦର୍ଶାଇ ଟୁର୍ଣ୍ଣାମେଣ୍ଟରୁ ଓହରିଯାଇଥିଲା ।
ରାଇନା ବିସ୍ଫୋରକ ବ୍ୟାଟିଂ ସହ 32 ବଲ୍ରୁ 3ଟି ଚୌକା ଓ 4 ଛକା ସହାୟତାରେ ଅର୍ଦ୍ଧଶତକ ପୂରଣ କରିଛନ୍ତି ।