ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦକୁ ଝଟକା । ଆହତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ଅଲରାଉଣ୍ଡର ମିଚେଲ ମାର୍ଶ । ଆଣ୍ଠୁରେ ଆଘାତ ଲାଗିବା କାରଣରୁ ସେ ଆଉ ଖେଳି ପାରିବେ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି । ଆରସିବି ବିପକ୍ଷରେ ଦଳ ନିଜର ପ୍ରଥମ ମ୍ୟାଚରେ ପରାଜୟ ବରଣ କରିଥିଲା ।
ଆଇପିଏଲ 2020: ହାଇଦ୍ରାବାଦକୁ ଝଟକା, ମିଚେଲ ମାର୍ଶ ଆହତ - ସନରାଇଜର୍ସ ହାଇଦ୍ରାବାଦ
ଆହତ କାରଣକୁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ଅଲରାଉଣ୍ଡର ମିଚେଲ ମାର୍ଶ । ଆଣ୍ଠୁରେ ଆଘାତ ଲାଗିବା କାରଣରୁ ସେ ଆଉ ଖେଳି ପାରିବେ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି ।
![ଆଇପିଏଲ 2020: ହାଇଦ୍ରାବାଦକୁ ଝଟକା, ମିଚେଲ ମାର୍ଶ ଆହତ ଆଇପିଏଲ 2020: ହାଇଦ୍ରାବାଦକୁ ଝଟକା, ମିଚେଲ ମାର୍ଶ ଆହତ](https://etvbharatimages.akamaized.net/etvbharat/prod-images/768-512-8908927-thumbnail-3x2-cacc.jpg)
ଆଇପିଏଲ 2020: ହାଇଦ୍ରାବାଦକୁ ଝଟକା, ମିଚେଲ ମାର୍ଶ ଆହତ
ଉକ୍ତ ମ୍ୟାଚର ପଞ୍ଚମ ଓଭରରେ ସେ ମାତ୍ର ଚାରିଟି ବଲ ବୋଲିଂ କରିପାରିଥିଲେ । ତାଙ୍କ ବଦଳରେ ଦଳରେ ସ୍ଥାନ ପାଇଛନ୍ତି ୱେଷ୍ଟଇଣ୍ଡିଜ୍ ଅଧିନାୟକ ଜାସନ ହୋଲ୍ଡର ।