ଓଡିଶା

odisha

ETV Bharat / sports

ଆଇପିଏଲ ସୁପର ସଣ୍ଡେର ପ୍ରଥମ ମ୍ୟାଚ: ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ ଇଣ୍ଡିଆନ୍ସ

ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛନ୍ତି ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ।

By

Published : Oct 4, 2020, 3:25 PM IST

ଆଇପିଏଲ ସୁପର ସଣ୍ଡେର ପ୍ରଥମ ମ୍ୟାଚ: ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ ଇଣ୍ଡିଆନ୍ସ
ଆଇପିଏଲ ସୁପର ସଣ୍ଡେର ପ୍ରଥମ ମ୍ୟାଚ: ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ ଇଣ୍ଡିଆନ୍ସ

ସରଜାହା: ସୁପର ସଣ୍ଡେରେ ଆଜି ଆଇପିଏଲର ଆଉ ଏକ ଡବଲ ହେର୍ଡର ମ୍ୟାଚ । ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟୁଛି ସନରାଇଜର୍ସ ହାଇଦ୍ରବାଦ । ତେବେ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛନ୍ତି ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ।

  • ସନରାଇଜର୍ସ ହାଇଦ୍ରାବାଦ ଚୁଡାନ୍ତ ଏକାଦଶ: ଡେଭିଡ ୱାର୍ଣ୍ଣର, ଜନି ବେୟାରଷ୍ଟୋ, ମନୀଷ ପାଣ୍ଡେ, କେନ ୱିଲିୟମସନ, ପ୍ରିୟମ ଗର୍ଗ, ଅଭିଷେକ ଶର୍ମା, ଅବଦୁଲ ସମାଦ, ରସିଦ ଖାନ, ସନ୍ଦୀପ ଶର୍ମା, ସିଦ୍ଧାର୍ଥ କୌଲ, ଟି ନଟରାଜନ ।
  • ମୁମ୍ବାଇ ଇଣ୍ଡିଆନ୍ସ ଚୁଡାନ୍ତ ଏକାଦଶ: କ୍ୱିଣ୍ଟନ୍ ଡି କକ୍, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, କିରନ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ଜେମ୍ସ ପାଟିନ୍ସନ୍, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଜସପ୍ରୀତ ବୁମରା ।

ABOUT THE AUTHOR

...view details