ଗୌହାଟୀ: ବର୍ଷାପରା କ୍ରିକେଟ ଷ୍ଟାଡିୟମ ଗୌହାଟୀରେ ଖେଳାଯିବ ଆଇପିଏଲ ମ୍ୟାଚ। ରାଜସ୍ଥାନ ରୟାଲ୍ସ ଆସାମର ଏହି ଦ୍ବିତୀୟ ଗ୍ରାଉଣ୍ଡକୁ ହୋମ ଗ୍ରାଉଣ୍ଡ ଭାବେ ଗ୍ରହଣ କରିଛି।
2ଟି ମ୍ୟାଚ ପାଇଁ ରାଜସ୍ଥାନ ରୟାଲ୍ସର ହୋମ ଗ୍ରାଉଣ୍ଡ ଗୌହାଟୀ - ରାଜସ୍ଥାନ ରୟାଲ୍ସର ହୋମ ଗ୍ରାଉଣ୍ଡ
ବର୍ଷାପରା କ୍ରିକେଟ ଷ୍ଟାଡିୟମ ଗୌହାଟୀରେ ଖେଳାଯିବ ଆଇପିଏଲ ମ୍ୟାଚ । ରାଜସ୍ଥାନ ରୟାଲ୍ସ ଆସାମର 2ଟି ମ୍ୟାଚ ପାଇଁ ଏହି ଗ୍ରାଉଣ୍ଡକୁ ହୋମ ଗ୍ରାଉଣ୍ଡ ଭାବେ ଗ୍ରହଣ କରିଛି ।
ବର୍ଷାପରା କ୍ରିକେଟ ଷ୍ଟାଡିୟମ ଗୁଆହାଟୀ
ଆଗାମୀ ଆଇପିଏଲ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ 2ଟି ହୋମ ମ୍ୟାଚ ଏହି ଷ୍ଟାଡିୟମରେ ଖେଳିବା ନେଇ ସ୍ପଷ୍ଟ ହୋଇଛି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଏପ୍ରିଲ 5 ଓ ଏପ୍ରିଲ 9ରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଗୌହାଟୀ ଷ୍ଟାଡିୟମରେ ଖେଳିବ ରାଜସ୍ଥାନ ରୟାଲ୍ସ ।
ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଖେଳି 2020 ଆଇପିଏଲ ଅଭିଯାନ ଆରମ୍ଭ କରିବ ରାଜସ୍ଥାନ ରୟାଲ୍ସ ।