ଦୁବାଇ: ଦ.ଆଫ୍ରିକାର 3 ଖେଳାଳି ଏବି ଡେଭିଲିୟର୍ସ, ଡେଲ ଷ୍ଟେନ ଓ କ୍ରିସ ମୋରିସ ଦୁବାଇରେ ଆରସିବିର ସାଥି ଖେଳାଳିଙ୍କ ସହ ଯୋଗ ଦେଇଛନ୍ତି । କୋରୋନା ମହାମାରୀ କାରଣରୁ ଚଳିତ ବର୍ଷ ଆଇପିଏଲ ୟୁଏଇରେ ଆୟୋଜିତ ହେଉଛି ।
ଦୁବାଇରେ କୋହଲି ଏଣ୍ଡ କମ୍ପାନୀ ସହ ଯୋଡି ହେଲେ ଦ.ଆଫ୍ରିକାର 3 ଖେଳାଳି - ଆଇପିଏଲ
ଦ.ଆଫ୍ରିକାର 3 ଖେଳାଳି ଏବି ଡେଭିଲିୟର୍ସ, ଡେଲ ଷ୍ଟେନ ଓ କ୍ରିସ ମୋରିସ ଦୁବାଇରେ ଆରସିବିର ସାଥି ଖେଳାଳିଙ୍କ ସହ ଯୋଗ ଦେଇଛନ୍ତି ।
ଦୁବାଇରେ କୋଏଣ୍ଡ କମ୍ପାନୀ ସହ ଯୋଡି ହେଲେ ଦ.ଆଫ୍ରିକାର 3 ଖେଳାଳି
ତେବେ ଏହି ଖେଳାଳିମାନେ ଦୁବେଇ ପହଞ୍ଚିବାର ଭିଡିଓ ଆରସିବି ତା'ର ଅଫିସିଆଲ ଟ୍ବିଟରେ ସେୟାର କରିଛି । ଆରସିବି ଖେଳାଳିଙ୍କ ସୁରକ୍ଷାକୁ ନଜରରେ ରଖି ଏକ ହୋଟେଲର ପୂରା ଓ୍ବିଙ୍ଗକୁ ବୁକ କରିଛି ।
ଡିଭିଲିୟର୍ସ, ମୋରିସ ଷ୍ଟେନ ଆଇପିଏଲକୁ ନେଇ ଓ ସାଥି ଖେଳାଳିଙ୍କ ସହ ସାମିଲ ହେବାକୁ ନେଇ ବେଶ ଉତ୍ସାହିତ ଥିବା କହିଛନ୍ତି ।