ଓଡିଶା

odisha

ETV Bharat / sports

ଆଇପିଏଲ 2020: ପୃଥ୍ବୀଙ୍କ ଅର୍ଦ୍ଧଶତକ, ଚେନ୍ନାଇ ସାମ୍ନାରେ 176 ରନର ବିଜୟ ଲକ୍ଷ୍ୟ - ଆଇପିଏଲ 2020 ନ୍ୟୁଜ

ନିର୍ଧାରିତ 20 ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସ 3 ୱିକେଟ ହରାଇ 175 ରନ ସଂଗ୍ରହ କରିଛି । ଫଳରେ ସିଏସକେ ସାମ୍ନାରେ 176 ରନର ବିଜୟ ଲକ୍ଷ୍ୟ ରହିଛି ।

IPL 13: Prithvi Shaw shines as DC post 175/3 against CSK
ଆଇପିଏଲ 2020: ପୃଥ୍ବୀଙ୍କ ଅର୍ଦ୍ଧଶତକ, ଚେନ୍ନାଇ ସାମ୍ନାରେ 176 ରନର ବିଜୟ ଲକ୍ଷ୍ୟ

By

Published : Sep 25, 2020, 9:29 PM IST

ଦୁବାଇ: ଆଇପିଏଲ 2020ର ସପ୍ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଲଢେଇ ହେଉଛି । ପ୍ରଥମ ଟସ ଜିତି ଚେନ୍ନାଇ ବୋଲିଂ ନିଷ୍ପତି ନେଇଥିଲା । ଫଳରେ ଆମନ୍ତ୍ରଣ ପାଇ ନିର୍ଧାରିତ 20 ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସ 3 ୱିକେଟ ହରାଇ 175 ରନ ସଂଗ୍ରହ କରିଛି । ଫଳରେ ସିଏସକେ ସାମ୍ନାରେ 176 ରନର ବିଜୟ ଲକ୍ଷ୍ୟ ରହିଛି ।

ଆଇପିଏଲ 2020: ପୃଥ୍ବୀଙ୍କ ଅର୍ଦ୍ଧଶତକ, ଚେନ୍ନାଇ ସାମ୍ନାରେ 176 ରନର ବିଜୟ ଲକ୍ଷ୍ୟ

ଦିଲ୍ଲୀ ପକ୍ଷରୁ ଓପନପ ପୃଥ୍ବୀ ଶ 43 ବଲରୁ 1 ଗୋଟିଏ ଛକା ଓ 9ଟି ଚୌକା ସହାୟତାରେ 64 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ଅନ୍ୟତମ ଓପନର ଶିଖର ଧାୱନ 35, ଋଷଭ ପନ୍ତ 37 ଓ କ୍ୟାପଟେନ ଶ୍ରେୟସ ଆୟର 26 ରନର ଇଂନିସ ଖେଳିଛନ୍ତି ।

ଆଇପିଏଲ 2020: ପୃଥ୍ବୀଙ୍କ ଅର୍ଦ୍ଧଶତକ, ଚେନ୍ନାଇ ସାମ୍ନାରେ 176 ରନର ବିଜୟ ଲକ୍ଷ୍ୟ

ଚେନ୍ନାଇ ପକ୍ଷରୁ ସ୍ପିନର ପିୟୁସ ଚାୱଲା ସର୍ବାଧିଖ ଦୁଇଟି ୱିକେଟ ଅକ୍ତିଆର କରିଛନ୍ତି । ଅଲରାଉଣ୍ଡର ସାମ କରନ ଗୋଟିଏ ୱିକେଟ ଦଖଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details