ହାଇଦ୍ରାବାଦ: କୋରୋନା ଭାଇରସ ମହାମାରୀ ପ୍ରଭାବରେ ଆସନ୍ତା ରବିବାର ଅର୍ଥାତ ମାର୍ଚ୍ଚ 22 ତାରିଖରେ ସାରା ଭାରତରେ ଜନତା କର୍ଫ୍ୟୁ ଲଗାଇବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ସମସ୍ତ ନାଗରିକଙ୍କୁ ସକାଳ 7ରୁ ରାତି 9ଟା ମଧ୍ୟରେ ଘର ଭିତରେ ରହିବାକୁ ଅନୁରୋଧ କରାଯାଇଛି ।
ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଲେ ଭାରତୀୟ ଅଲରାଉଣ୍ଡର - Ravindra Jadeja and his wife Rewa support curfew
ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ପଦକ୍ଷେପକୁ ସ୍ବାଗତ ଜଣାଇବା ସହିତ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଓ ତାଙ୍କ ପତ୍ନୀ ରିଭା ସୋନାଲିକା ।
ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଲେ ଭାରତୀୟ ଅଲରାଉଣ୍ଡର
ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଲେ ଭାରତୀୟ ଅଲରାଉଣ୍ଡର
ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ସ୍ବାଗତ ଜଣାଇବା ସହିତ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଓ ତାଙ୍କ ପତ୍ନୀ ରିଭା ସୋନାଲିକା ।
ତେବେ ଏକ ଭିଡିଓ ମେସଜ ମାଧ୍ୟମରେ ଉଭୟ ସାଧାରଣ ଜନତାଙ୍କୁ କର୍ଫ୍ୟୁ ପାଳନ କରୁବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ଆସନ୍ତା ରବିବାର ଜନତା କର୍ଫ୍ୟୁକୁ ପାଳନ କରି ସମସ୍ତ ନିଜ ଘରେ ରୁହନ୍ତୁ ଏବଂ କୋରୋନା ଭାଇରସର ମୁକାବିଲା ପାଇଁ ଏହି ଯାତ୍ରାରେ ସାମିଲ ହୁଅନ୍ତୁ ।