ପୁନେ: ରନ ମେସିନଙ୍କ ରନ ରେକର୍ଡର ବର୍ଷା । ହ୍ୱାଇଟ କ୍ରିକେଟରେ ଦୃତତମ 7ହଜାର ରନ ପୂରଣ କଲେ କୋହଲି । ଏମିତି କରିବାରେ 3ୟ ଦ୍ରୁତତମ ଭାରତୀୟ ଖେଳାଳି ହୋଇଛନ୍ତି କୋହଲି । ପୂର୍ବରୁ ଏହି ତାଲିକାରେ ସାମଲି ହୋଇସାରିଛନ୍ତି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ବିରେନ୍ଦ୍ର ସେହ୍ବାଗ ।
ଭାରତ-ଦକ୍ଷିଣ ଆଫ୍ରିକା 2ୟ ଟେଷ୍ଟ: କୋହଲିଙ୍କ ଦୃତତମ 7ହଜାର ରନ - Virat Kohli fastest Test 7000 runs
ହ୍ୱାଇଟ କ୍ରିକେଟରେ ଦୃତ 7 ହଜାର ରନ ପୁରଣ କଲେ କୋହଲି । ଏମିତି କରିବାରେ 3ୟ ଭାରତୀୟ ଖେଳାଳି ହୋଇଛନ୍ତି କୋହଲି ।

କୋହଲିଙ୍କ ଦୃତ 7 ହଜାର ରନ
ତେବେ ଘରୋଇ ଶୃଙ୍ଖଳାର 2ୟ ମ୍ୟାଚରେ ବିଶାଳ 254ରନର ପାଳି ଖେଳିଛନ୍ତି ବିରାଟ୍ । ଟେଷ୍ଟ କ୍ରିକେଟରେ 7ହଜାର ରନ ପୂରଣ କରିବାରେ କୋହିଲଙ୍କୁ 138 ଇଂନିସ ଲାଗିଛି । ସେହିପରି 134 ଇଂନିସରେ ସେହ୍ବାଗଙ୍କୁ ଲାଗିଥିବା ବେଳେ ସଚିନଙ୍କୁ 136ଟି ଇଂନିସ ଲାଗିଛି । 2ୟ ଦିନରେ 5 ୱିକେଟ ବିନିମୟରେ ବିଶାଳ 601ରନ ସହ ପ୍ରଥମ ଇଂନିସର ପାଳି ଘୋଷଣା କରି ଭାରତୀୟ ଦଳ ।
ତେବେ କ୍ୟାପଟେନ୍ କୋହଲି କ୍ୟାରିୟରର ସର୍ବୋଚ୍ଚ ସ୍କୋର 254 (336 ବଲ୍, 33 ଚୌକା, 2 ଛକା) ରନ୍ କରି ଅପରାଜିତ ରହିଥିଲେ ।