ଓଡିଶା

odisha

ETV Bharat / sports

ଅକଲାଣ୍ଡ ଦିନିକିଆ: ନ୍ୟୁଜିଲାଣ୍ଡର ଦମଦାର ଆରମ୍ଭ - ନ୍ୟୁଜିଲାଣ୍ଡର ବ୍ୟାଟିଂ ଜାରି

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ 2ୟ ଦିନିକିଆ ମ୍ୟାଚ ଇଡେନ ପାର୍କ, ଅକଲାଣ୍ଡରେ ଖେଳାଯାଉଛି । 2ୟ ଦିନିକିଆରେ ଟସ ଜିତି ପ୍ରଥମେ ବୋଲିଂ କରୁଛି ଭାରତ । ଫଳରେ ନ୍ୟୁଜିଲାଣ୍ଡର ବ୍ୟାଟିଂ ଜାରି ରହିଛି ।

IND Vs NZ 2nd ODI
ନ୍ୟୁଜିଲାଣ୍ଡର ଦମଦାର ଆରମ୍ଭ

By

Published : Feb 8, 2020, 9:37 AM IST

ଅକଲାଣ୍ଡ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ 2ୟ ଦିନିକିଆ ମ୍ୟାଚ ଇଡେନ ପାର୍କ, ଅକଲାଣ୍ଡରେ ଖେଳାଯାଉଛି । 2ୟ ଦିନିକିଆରେ ଟସ ଜିତି ପ୍ରଥମେ ବୋଲିଂ କରୁଛି ଭାରତ । ଫଳରେ ନ୍ୟୁଜିଲାଣ୍ଡର ବ୍ୟାଟିଂ ଜାରି ରହିଛି ।

ଦୁଇ ନ୍ୟୁଜିଲାଣ୍ଡ ଓପନର ଦମଦାର ଆରମ୍ଭ କରିଥିଲେ । ଉଭୟଙ୍କ ମଧ୍ୟରେ 93 ରନର ଦମଦାର ପାର୍ଟନରସିପ ହୋଇଛି । ତେବେ ପ୍ରଥମ ୱିକେଟ ଭାବେ ହେନରୀ ନିକୋଲାସ 59 ବଲରୁ 5ଚୌକା ସହ 41 ରନର ଇଂନିସ ଖେଳି ଆଉଟ ହୋଇଛନ୍ତି । ମାତ୍ର ଅନ୍ୟତମ ଓପନର ମାର୍ଟିନ ଗୁପ୍ଟିଲ ଅର୍ଦ୍ଧଶତକ ହାସଲ କରି ବ୍ୟାଟିଂ ଜାରି ରଖିଛନ୍ତି । ନ୍ୟୁଜିଲାଣ୍ଡର ସ୍କୋର 24 ଓଭର ସୁଦ୍ଧା 128 ରନ ରନ ରହିଛି । ଭାରତ ପକ୍ଷରୁ ପ୍ରଥମ ୱିକେଟ ହାସଲ କରିଛନ୍ତି ସ୍ପିନର ୟୁଜଭେନ୍ଦ୍ର ଚହଲ ।

ABOUT THE AUTHOR

...view details