ହାଇଦ୍ରାବାଦ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଭାରତୀୟ ଟିମ ପାଇଁ ଏକ ଶୁଭ ଖବର ସାମ୍ନାକୁ ଆସିଛି । ଟିମର ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ନିଜର ଫିଟନେସ ଟେଷ୍ଟରେ ପାସ୍ ହୋଇଛନ୍ତି । ଏହାପରେ ସିରିଜର ଶେଷ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଟିମରେ ସାମିଲ ହୋଇଛନ୍ତି ।
ଫିଟନେସ ଟେଷ୍ଟରେ ଉମେଶ ପାସ୍, ଦଳକୁ ଫେରିଲେ
ଫିଟନେସ ଟେଷ୍ଟରେ ପାସ୍ ପରେ ଇଂଲଣ୍ଡ ବିପକ୍ଷ ଶେଷ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳରେ ସାମିଲ ହେଲେ ଉମେଶ ଯାଦବ । ଅଧିକ ପଢନ୍ତୁ...
ଫିଟନେସ ଟେଷ୍ଟରେ ଉମେଶ ପାସ୍ , ସ୍କ୍ବାଡରେ ସାମିଲ
ଅଷ୍ଟ୍ରେଲିଆ ସିରିଜରେ ମାଂସପେଶୀ ଜନିତ ଆହତ କାରଣରୁ ଦଳରୁ ବାଦ ପଡିଥିଲେ ଯାଦବ । ପରେ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ମଧ୍ୟ ଫିଟ୍ ହୋଇନଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ