ବ୍ଳୋଏମଫଣ୍ଟେନ: ଆଜି 19 ବର୍ଷରୁ କମ ବିଶ୍ବକପ ଲଢେଇରେ ଭାରତ ନ୍ୟୁଜିଲାଣ୍ଡ ମୁକାବିଲା ହେଉଛି । ପ୍ରଥମେ ଟସ ଜିତି ନ୍ୟୁଜିଲାଣ୍ଡ ବୋଲିଂ ନିଷ୍ପତ୍ତି କରିବା ପରେ ଭାରତ ବ୍ୟାଟିଂ କରିଥିଲା ।
U-19 ବିଶ୍ବକପ: ଜଶସ୍ବୀ ଜୟଶ୍ବାଲଙ୍କ ଜଲୱା ଜାରି - 19 ବର୍ଷରୁ କମ ବିଶ୍ବକପ ଲଢେଇ
19 ବର୍ଷରୁ କମ ବିଶ୍ବକପ ଲଢେଇରେ ଭାରତ ନ୍ୟୁଜିଲାଣ୍ଡ ମୁକାବିଲା ହେଉଛି । ପୁଣି ଜଲୱା ଦେଖାଇଛନ୍ତି ଓପନର ଜଶସ୍ବୀ ଜୟଶ୍ବାଲ । 73 ବଲରୁ 4 ଚୌକା ଓ 2 ଛକା ସହାୟତାରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଜଶସ୍ବୀ ।
ଜଶସ୍ବୀ ଜୟଶ୍ବାଲଙ୍କ ଜଲୱା ଜାରି
ଦଳ ପକ୍ଷରୁ ପୁଣି ଜଲୱା ଦେଖାଇଛନ୍ତି ଓପନର ଜଶସ୍ବୀ ଜୟଶ୍ବାଲ । 73 ବଲରୁ 4 ଚୌକା ଓ 2 ଛକା ସହାୟତାରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଜଶସ୍ବୀ । ଅନ୍ୟତମ ଓପନର ଦିବ୍ୟାଂଶ ସାକ୍ସେନା ମଧ୍ୟ ଦମଦାର ବ୍ୟାଟିଂ ଜାରି ରଖିଛନ୍ତି । ଉଭୟଙ୍କ ମଧ୍ୟରେ 21 ଓଭର ଖେଳ ଶେଷ ସୁଦ୍ଧା 103 ରନର ଶତକୀୟ ପାର୍ଟନରସିପ ହୋଇଛି । ତେବେ ପାଗ ପରିବର୍ତ୍ତନ ସହ ବ୍ଳୋଏମଫଣ୍ଟେନ ଓଭାଲ ଷ୍ଟାଡିୟମରେ ଘଡଘଡି ସହ ବର୍ଷା ପାଇଁ ଖେଳ ବନ୍ଦ ରହିଛି ।