ଦୁବାଇ: ନଭେମ୍ବର ସୁଦ୍ଧା ସ୍ପଷ୍ଟ ହେବ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଚିତ୍ର । ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ମିଳିଛି ।
2019 ଇଂଲଣ୍ଡ-ଅଷ୍ଟ୍ରେଲିଆ ଆସେସ ସିରିଜ ସହ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପର ପ୍ରଥମ ସଂସ୍କରଣ ଘୋଷଣା କରିଥିଲା । ଜୁନ 2021 ରେ ଶ୍ରେଷ୍ଠ ଦୁଇଟି ଟିମ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଟାଇଟେଲ ପାଇଁ ଲଢେଇ କରିବେ ବୋଲି ଘୋଷଣା ହୋଇଥିଲା ।