ଓଡିଶା

odisha

ETV Bharat / sports

ସାନାଙ୍କ 15ବର୍ଷର ଦମଦାର କ୍ରିକେଟ କ୍ୟାରିୟର, ଆଇସିସିର ଶୁଭେଚ୍ଛା - ପାକିସ୍ତାନ ମହିଳା କ୍ରିକେଟ ଟିମ କ୍ୟାପଟେନ ସାନା ମୀର

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ପାକିସ୍ତାନ ମହିଳା କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ସାନା ମୀର । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ସାନଙ୍କ 15 ବର୍ଷର ଜବରଦସ୍ତ କ୍ରିକେଟ କ୍ୟାରିୟର ପାଇଁ ଅଭିନନ୍ଦନ ଜଣାଇଛି ।

ICC congratulates Sana Mir for 'Excellent carrer'
ସାନାଙ୍କ 15ବର୍ଷର ଦମଦାର କ୍ରିକେଟ କ୍ୟାରିୟର, ଆଇସିସିର ଶୁଭଚ୍ଛା

By

Published : Apr 26, 2020, 4:10 PM IST

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ପାକିସ୍ତାନ ମହିଳା କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ସାନା ମୀର । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ସାନଙ୍କ 15 ବର୍ଷର ଜବରଦସ୍ତ କ୍ରିକେଟ କ୍ୟାରିୟର ପାଇଁ ଶୁଭେଚ୍ଛା ଜଣାଇଛି ।

ବିଶ୍ବ ମହିଳା କ୍ରିକେଟରେ ସାନା ମୀର ଶ୍ରେଷ୍ଠ କ୍ରମାଗତ ପ୍ରଦର୍ଶନକାରୀ ଖେଳାଳି ରହିଛନ୍ତି । ଏଥିସହିତ ସେ ସର୍ବଦା ପାକିସ୍ତାନକ୍ରିକେଟର ପରଚୟ ହୋଇ ରହିବେ କହିଛନ୍ତି ଆଇସିସି ମୁଖ୍ୟ କାର୍ଯ୍ୟନିବାହୀ ମନୁ ସୱନେ ।

ବିଶ୍ବର ଶ୍ରେଷ୍ଠ 5ମହିଳା କ୍ରିକେଟର ଭାବେ 1000 ରନ ସହ 100 ଦିନିକିଆ ୱିକେଟ ହାସଲ କରିଛନ୍ତି ସାନା ମୀର । 2009, 2013 ଓ 2017 ଦିନିକିଆ ବିଶ୍ବକପ ଓ ଆଇସିସି ମହିଳା 6ଟି ( 2009, 2010, 2012, 2014, 2016, 2018)ଟି-20 ବିଶ୍ବକପ ଖେଳିଛନ୍ତି ।

ABOUT THE AUTHOR

...view details