ଓଡିଶା

odisha

ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା: ସାଂସଦ ଗୌତମ ଗମ୍ଭୀରଙ୍କ ତଦନ୍ତ ଦାବି

By

Published : Dec 8, 2019, 3:34 PM IST

ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣାରେ ବିଜେପି ସାଂସଦ ଗୌତମ ଗମ୍ଭୀର ତଦନ୍ତ ଦାବି କରିଛନ୍ତି।

delhi
ଫାଇଲ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ଅନାଜ ମଣ୍ଡି ଅଗ୍ନିକାଣ୍ଡ ଘଟଣାରେ ବିଜେପି ସାଂସଦ ଗୌତମ ଗମ୍ଭୀର ତଦନ୍ତ ଦାବି କରିଛନ୍ତି। ଏନେଇ ସେ କହିଛନ୍ତି,‘ଏହା ଏକ ଦୁଃଖଦ ଘଟଣା। ଏଥିରେ ମୁଁ ରାଜନୀତି କରିବାକୁ ଚାହୁଁ ନାହିଁ। ହେଲେ ଏ ଘଟଣାର ତଦନ୍ତ କରାଯିବା ଆବଶ୍ୟକ। ’

ABOUT THE AUTHOR

...view details