ଓଡିଶା

odisha

ETV Bharat / sports

ଦୁବାଇରେ ପତ୍ନୀ ଓ ପୁଅକୁ ମିସ କରୁଛନ୍ତି ହାର୍ଦ୍ଦିକ

ଦୁବାଇରେ ହାର୍ଦ୍ଦିକ ତାଙ୍କ ପତ୍ନୀ ନତାଶା ଓ ନବଜାତ ଶିଶୁ ପୁତ୍ରକୁ ବହୁତ ମିସ କରୁଥିବାର ପୋଷ୍ଟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ନିଜର ଇନଷ୍ଟାଗ୍ରାମ ପେଜରେ ପତ୍ନୀ ନତାଶାଙ୍କ ସହ ଭିଡିଓ କଲର ଏକ ସ୍ନାପ ପୋଷ୍ଟ କରି ଲେଖିଛନ୍ତି ମୋର 2 ଅଞ୍ଜେଲଙ୍କୁ ମିସ କରୁଛି ।

By

Published : Aug 24, 2020, 5:33 PM IST

ଦୁବାଇରେ ପତ୍ନୀ ଓ ପୁଅକୁ ମିସ କରୁଛନ୍ତି  ହାର୍ଦ୍ଦିକ
ଦୁବାଇରେ ପତ୍ନୀ ଓ ପୁଅକୁ ମିସ କରୁଛନ୍ତି ହାର୍ଦ୍ଦିକ

ଦୁବାଇ: ମହାମାରୀ ଯୋଗୁଁ ଚଳିତବର୍ଷ ଆଇପିଏଲ ଦୁବାଇରେ ଆୟୋଜିତ ହେଉଛି । ତେବେ ମୁମ୍ବାଇ ଇଣ୍ଡିଆନ୍ସର ଭାରତୀୟ ଖେଳାଳି ଦୁବାଇରେ ପହଞ୍ଚି 6 ଦୁନିଆ କ୍ବାରେଣ୍ଟାଇନରେ ରହିଛନ୍ତି । ଏହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ସହ ଦୁବାଇରେ କ୍ବାରେଣ୍ଟାଇନରେ ଅଛନ୍ତି ।

ବର୍ତ୍ତମାନ ଦୁବାଇରେ ହାର୍ଦ୍ଦିକ ତାଙ୍କ ପତ୍ନୀ ନତାଶା ଓ ନବଜାତ ଶିଶୁ ପୁତ୍ରକୁ ବହୁତ ମିସ କରୁଥିବାର ପୋଷ୍ଟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ନିଜର ଇନଷ୍ଟାଗ୍ରାମ ପେଜରେ ପତ୍ନୀ ନତାଶାଙ୍କ ସହ ଭିଡିଓ କଲର ଏକ ସ୍ନାପ ପୋଷ୍ଟ କରି ଲେଖିଛନ୍ତି ମୋର 2 ଅଞ୍ଜେଲଙ୍କୁ ମିସ କରୁଛି । ଆଉ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି ଏହି 2ଜଣଙ୍କୁ ଜୀବନରେ ଆଣିଛ ବୋଲି ।

ତେବେ ସେହି ଫଟୋରେ ଟିମ ଇଣ୍ଡିଆର ସାଥୀ ଖେଳାଳିମାନେ ବି କମେଣ୍ଟ ଦେଇଛନ୍ତି । ସୂଚନାଥାଇକି, ଆଇପିଏଲ 2020 ସେପ୍ଟେମ୍ବର 19ରୁ ଆରମ୍ଭ ହେବ ।

ABOUT THE AUTHOR

...view details