ଓଡିଶା

odisha

ଗୁରୁନାନକଙ୍କ ଜୟନ୍ତୀରେ କ୍ରିକେଟରଙ୍କ ଭକ୍ତିପୂର୍ଣ୍ଣ ଶୁଭେଚ୍ଛା ବାର୍ତ୍ତା

By

Published : Nov 12, 2019, 4:48 PM IST

ଗୁରୁ ନାନକଙ୍କ 550ତମ ଜୟନ୍ତୀରେ କ୍ରିକେଟ ଜଗତ ଶୁଭେଚ୍ଛା ଜଣାଇଛି ।

ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: ଗୁରୁ ନାନକଙ୍କ 550ତମ ଜୟନ୍ତୀରେ କ୍ରିକେଟ ଜଗତ ଶୁଭେଚ୍ଛା ଜଣାଇଛି । ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଏକ ଭିଡିଓ ଜାରି କରି ପବିତ୍ର ଦିନରେ ଶୁଭେଚ୍ଛା ଜଣାଇଛନ୍ତି । ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର, ହରଭଜନ ସିଂହ, ବିରେନ୍ଦ୍ର ସେହୱାଗ, ହରଭଜନ ସିଂହ, ଅନିଲ କୁମ୍ବଲେ, ଶିଖର ଧାୱନ, ଭିଭିଏସ ଲକ୍ଷ୍ମଣ ଓ ଇଶାନ୍ତ ଶର୍ମା ପ୍ରମୁଖ ଟ୍ବିଟରରେ ଶୁଭେଚ୍ଛା ଜଣାଇଛନ୍ତି ।

ଫଟୋ ସୌଜନ୍ୟ: twitter
ଫଟୋ ସୌଜନ୍ୟ: twitter
ଫଟୋ ସୌଜନ୍ୟ: twitter
ଫଟୋ ସୌଜନ୍ୟ: twitter
ଫଟୋ ସୌଜନ୍ୟ: twitter

ABOUT THE AUTHOR

...view details