ହାଇଦ୍ରାବାଦ:ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନଙ୍କୁ କୋରୋନା । ଏନେଇ ଜୁନିୟର ପଠାନ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ-19 ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି । ପୂର୍ବରୁ ଇରଫାନଙ୍କ ବଡ ଭାଇ ୟୁସୁଫ ପଠାନ ଓ ସଚିନ ତେନ୍ଦୁଲକର ମଧ୍ୟ କାେରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ କୌଣସି ଲକ୍ଷଣ ନଥିବା କହିଛନ୍ତି ଇରଫାନ ।
ୟୁସୁଫଙ୍କ ପରେ ଭାଇ ଇରଫାନ ପଠାନଙ୍କୁ କୋରୋନା - ଇରଫାନ ପଠାନଙ୍କୁ କୋରୋନା
ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନଙ୍କୁ କୋରୋନା । ଅଧିକ ପଢନ୍ତୁ...
ୟୁସୁଫଙ୍କ ପରେ ଭାଇ ଇରଫାନ ପଠାନଙ୍କୁ କୋରୋନା
ନିକଟରେ ରାୟପୁରରେ ଖେଳାଯାଇଥିବା ସଡକ ସୁରକ୍ଷା ବିଶ୍ବ ସିରିଜରେ ସଚିନ ଇଣ୍ଡିଆ ଲିଜେଣ୍ଡସ ଟିମର କ୍ୟାପଟେନ ରହିଥିଲେ ଓ ଏହି ଟିମରେ ଖେଳିଥିବା ଖେଳାଳି ଜଣଙ୍କ ପରେ ଜଣେ କୋରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ