କଟକ: ଆଜି ସଣ୍ଡେ ସୁପର ଫାଇଟରେ ଭାରତ-ଇଂଲଣ୍ଡ ଲଢେଇ । ବିଶ୍ବକପର 38ତମ ମ୍ୟାଚରେ ଅପରାଜେୟ ଭାରତକୁ ଭେଟୁଛି ଆୟୋଜକ ଇଂଲଣ୍ଡ । ତେବେ ଆଜିର ଏହି ହାଇ ଭୋଲ୍ଟେଜ୍ ଲଢେଇକୁ ନେଇ କଟକରେ କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ ।
ଭାରତ ବନାମ ଇଂଲଣ୍ଡ: କଟକରେ ମ୍ୟାଚର କ୍ରେଜ୍ - india
ଭାରତ-ଇଂଲଣ୍ଡ ହାଇଭୋଲ୍ଟେଜ୍ ଲଢେଇକୁ ନେଇ କଟକରେ କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ ।

ଡିଜାଇନ ଫଟୋ
ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ
ତେବେ ଭାରତର ବିଜୟ ପରାଜୟ ଉପରେ ନିର୍ଭର କରୁଛି ପାକିସ୍ତାନ ଓ ବାଂଲାଦେଶର ଭାଗ୍ୟ । ତେବେ ଦୁଇ ପଡୋଶୀ ଦେଶର କ୍ରିକେଟ ଫ୍ୟାନ୍ସ ଆଜି ଭାରତକୁ ଚିୟର-ଅପ କରିବାକୁ ସ୍ଥାନୀୟ ଇଯାବାଷ୍ଟନ ଷ୍ଟାଡିୟମରେ ପହଁଚିସାରିଲେଣି ।
Last Updated : Jun 30, 2019, 7:08 PM IST