ଓଡିଶା

odisha

ETV Bharat / sports

ମାଞ୍ଚେଷ୍ଟର ଦିନିକିଆ: ପ୍ରଥମେ ଅଷ୍ଟ୍ରେଲିଆର ବ୍ୟାଟିଂ

ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନ ଟସ ଜିତି ଅଷ୍ଟ୍ରେଲିଆକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି ।

By

Published : Sep 11, 2020, 7:02 PM IST

ENG vs AUS, 1st ODI: England wins toss, opts to field
ମାଞ୍ଚେଷ୍ଟର ଦିନିକିଆ: ପ୍ରଥମେ ଅଷ୍ଟ୍ରେଲିଆର ବ୍ୟାଟିଂ

ମାଞ୍ଚେଷ୍ଟର: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ମାଞ୍ଚେଷ୍ଟରରେ ଖେଳାଯାଉଛି । ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନ ଟସ ଜିତି ଅଷ୍ଟ୍ରେଲିଆକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି ।

ଟି-20 ସିରିଜକୁ 2-1ରେ ବିଜୟୀ ହେବା ପରେ ଘରୋଇ ଇଂଲଣ୍ଡ ଦଳ ନଜର ଦିନିକିଆ ସିରିଜ ଉପରେ ରହିଛି । ଏହି ସିରିଜ ବିଶ୍ବକପ ସୁପର ଲିଗର ଅଂଶ ରହିଛି ।

ଅଷ୍ଟ୍ରେଲିଆ(ଚୁଡାନ୍ତ ଏକାଦଶ): ଆରୋନ ଫିଞ୍ଚ(କ୍ୟାପଟେନ), ଡେଭିଡ ୱାର୍ଣ୍ଣର, ମାର୍କସ ଷ୍ଟୋନିସ, ମାର୍ନସ ଲବୁସାନ, ମିଚେଲ ସାଣ୍ଟନର, ଆଲେକ୍ସ କେରୀ(ୱିକେଟ କିପର), ପାଟ କମିନ୍ସ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ଜସ ହେଜଲଉଡ ।

ଇଂଲଣ୍ଡ(ଚୁଡାନ୍ତ ଏକାଦଶ): ଜେସନ ରୟ, ଜନ୍ନି ବେୟାରଷ୍ଟୋ, ଜୋ ରୁଟ, ଇଆନ ମୋର୍ଗାନ(କ୍ୟାପଟେନ), ଜସ ବଟଲର(ୱିକେଟ କିପର), ସାମ ବିଲିଙ୍ଗ୍ସ, ମୋଇନ ଅଲ୍ଲୀ, କ୍ରିସ ୱର୍କ୍ସ, ଆଦିଲ ରସିଦ, ଜୋଫ୍ରା ଆର୍ଚର ମାର୍କ ଉଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details