ଓଡିଶା

odisha

ETV Bharat / sports

ଆହତ ଯୋଗୁଁ କାରବିୟନ ପ୍ରିମିୟର ଲିଗ୍‌ରୁ ଆଉଟ ହେଲେ ବ୍ରାଭୋ

କାରବିୟନ ପ୍ରିମିୟର ଲିଗ୍‌ରେ ଆହାତ କାରଣରୁ ଇଣ୍ଡିଜ ଖେଳାଳୀ ଡଓ୍ବନ ବ୍ରାଭୋ ଆଉ ଖେଳି ପାରିବେ ନାହିଁ । ଏବେ ତାଙ୍କ ସ୍ଥାନରେ କରିଣ ପୋଲାର୍ଡ ଦଳର ନେତୃତ୍ବ ନେବେ ।

By

Published : Sep 8, 2019, 8:28 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ପୋର୍ଟ ଅଫ୍‌ ସ୍ପେନ: କାରବିୟନ ଦଳର ଅଲରାଉଣ୍ଡର ଡଓ୍ବନ ବ୍ରାଭୋ ଆହତ କାରଣରୁ କାରବିୟନ ପ୍ରିମିୟର ଲିଗ(ସିପିଏଲ)ରେ ଆଉ ଖେଳି ପାରିବେ ନାହିଁ । ବ୍ରାବୋଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି ।

ବ୍ରାଭୋ ଟ୍ରିନବାଗୋ ନାଇଟ ରାଇଡର୍ସ ଟିମ୍‌ର ଅଧିନାୟକ ଥିଲେ । ଆହାତ କାରଣରୁ ତାଙ୍କ ସ୍ଥାନରେ କରିଣ ପୋଲାର୍ଡ ଦଳର ନେତୃତ୍ବ ନେବେ ।

ଆଶା କରାଯାଉଥିଲା ବ୍ରାବୋଙ୍କ ଆଘାତରୁ ଶୀଘ୍ର ନିସ୍ତାର ପାଇବେ । କିନ୍ତୁ ଡାକ୍ତର କହିଛନ୍ତି ଆଘାତ ସମ୍ପୂର୍ଣ୍ଣ ରୂପେ ଠିକ ହେବାକୁ କିଛି ଦିନ ଲାଗିବ ।

ABOUT THE AUTHOR

...view details