ସିଡନି: ମହାମାରୀ କୋରୋନା ଭାଇରସ ଯୋଗୁଁ କ୍ରିକେଟ ସମେତ ବିଶ୍ବର ସମସ୍ତ କ୍ରୀଡାଇଭେଣ୍ଟ ବାତିଲ କିମ୍ବା ସ୍ଥଗିତ ରହିଛି । ଫଳରେ ଲକଡାଉନରେ ସୋସିଆଲ ମିଡିଆରେ କ୍ରିକେଟର ସମୟ ବିତାଉଛନ୍ତି ।
ଅଷ୍ଟ୍ରେଲିଆ ଓପନର ଡେଭିଡ ୱାର୍ଣ୍ଣର ଓ ନ୍ୟୁଜିଲାଣ୍ଡ କ୍ୟାପଟେନ କେନ ୱିସିୟମସନ ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି । ଏକ ଲାଇଭ ଭିଡିଓ ଚାଟ୍ ରେ ଉଭୟ ଏନେଇ ସେୟାର କରିଛନ୍ତି ।