ଓଡିଶା

odisha

By

Published : May 30, 2020, 11:38 AM IST

ETV Bharat / sports

ଦକ୍ଷିଣ ଆଫ୍ରିକା କ୍ରିକେଟ ଆୱାର୍ଡ: ଡି କକ୍-ଏଙ୍ଗିଡି ଶ୍ରେଷ୍ଠ କ୍ରିକେଟର ମନୋନୀତ

ଦକ୍ଷିଣ ଆଫ୍ରିକା କ୍ରିକେଟ ଆୱାର୍ଡ 2019-20ରେ ସୀମିତ ଓଭର କ୍ୟାପଟେନ କ୍ବିଣ୍ଟନ ଡି କକ୍ ଓ ବୋଲର ଲୁଙ୍ଗି ଏଙ୍ଗିଡିଙ୍କ ପ୍ରଭାବ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

CSA Awards: quinton de Kock, Lungi ngidi dominate nomination list
ଦକ୍ଷିଣ ଆଫ୍ରିକା କ୍ରିକେଟ ଆୱାର୍ଡ: ଡି କକ୍-ଏଙ୍ଗିଡି ଶ୍ରେଷ୍ଠ କ୍ରିକେଟର ମନୋନୀତ

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା କ୍ରିକେଟ ଆୱାର୍ଡ 2019-20ରେ ସୀମିତ ଓଭର କ୍ୟାପଟେନ କ୍ବିଣ୍ଟନ ଡି କକ୍ ଓ ବୋଲର ଲୁଙ୍ଗି ଏଙ୍ଗିଡିଙ୍କ ପ୍ରଭାବ ଦେଖିବାକୁ ମିଳିଛି ।

ଲୁଙ୍ଗି ଏଙ୍ଗିଡି

କ୍ରିକେଟର 3ଟି ଫର୍ମାଟରେ ଉଭୟ ଖେଳାଳି ଦକ୍ଷିଣ ଆଫ୍ରିକାର ଶ୍ରେଷ୍ଠ ଖେଳାଳି ଭାବେ ମନୋନୀତ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ପୁରୁଷ କ୍ରିକେଟର ଅଫ ଦ ଇୟର, ଦିନିକିଆ କ୍ରିକେଟର ଅଫ ଦି ଇୟର ଓ ଟି-20 କ୍ରିକେଟର ଅଫ ଦି ଇୟର ଭାବେ ମନୋନୟନ ତାଲିକାରେ କ୍ୟାପଟେନ କ୍ବିଣ୍ଟନ ଡିକକ୍ ଓ ସ୍ପିଡଷ୍ଟାର ଲୁଙ୍ଗି ଏଙ୍ଗିଡି ରହିଛନ୍ତି ।

କ୍ବିଣ୍ଟନ ଡି କକ୍

ଏଥିସହିତ ଡି କକ୍, କାଗିସୋ ରବାଡା ଓ ଆନରିଚ ନର୍ଟଜେ ଟେଷ୍ଟ କ୍ରିକେଟର ଅଫ ଦି ଇୟର ପାଇଁ ମନୋନୀତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details