କୋଲକାତା: ସେଲ୍ଫ ଆଇସୋଲେସନରେ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ । ଆଇପିଏଲ ଟିମ୍ କୋଲକାତା ନାଇଟରାଇଡର୍ସର କ୍ୟାପଟେନ ରହିଛନ୍ତି କାର୍ତ୍ତିକ। କେକେଆର ପକ୍ଷରୁ ଟ୍ବିଟ୍ ଜରିଆରେ କାର୍ତ୍ତିକଙ୍କ ଆଇସୋଲେସନ ସୂଚନା ଦିଆଯାଇଛି ।
କୋରୋନା ଭୟ: ସେଲ୍ଫ ଆଇସୋଲେସନରେ କେକେଆର କ୍ୟାପଟେନ - ଆଇସୋଲେସନରେ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ
ସେଲ୍ଫ ଆଇସୋଲେସନରେ ଭାରତୀୟ କ୍ରିକେଟର ତଥା ଆଇପିଏଲ ଟିମ କୋଲକାତା ନାଇଟ ରାଇଡର୍ସର କ୍ୟାପଟେନ ଦିନେଶ କାର୍ତ୍ତିକ । ଅଧିକ ପଢନ୍ତୁ...
![କୋରୋନା ଭୟ: ସେଲ୍ଫ ଆଇସୋଲେସନରେ କେକେଆର କ୍ୟାପଟେନ Dinesh Karthik In Self-Isolation](https://etvbharatimages.akamaized.net/etvbharat/prod-images/768-512-6498467-thumbnail-3x2-wcjpeh.jpg)
କୋରୋନା ଭୟ: ସେଲ୍ଫ ଆଇସୋଲେସନରେ କେକେଆର କ୍ୟାପଟେନ
ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଘରେ ରହିବାକୁ କୁହାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା କର୍ଫ୍ୟୁ ପାଳନ ପାଇଁ ଆହ୍ବାନ କରିଛନ୍ତି । ରବିବାର ସକାଳ 7.00ଟାରୁ 9.00 ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ ହେବ । କାର୍ତ୍ତିକ ଆଇସୋଲେସନରେ ନିଜେ ରହିବା ସହ ସମସ୍ତ ଦେଶବାସୀଙ୍କୁ ଘରେ ରହିବାକୁ ଅପିଲ କରିଛନ୍ତି ।