ଓଡିଶା

odisha

ETV Bharat / sports

କ୍ରିସ ଗେଲଙ୍କ କୋଭିଡ ଟେଷ୍ଟ ନେଗେଟିଭ

ଷ୍ଟାର ଧାବକ ଉସେନ ବୋଲ୍ଟଙ୍କ ଜନ୍ମଦିନ ପାର୍ଟିରେ ଉପସ୍ଥିତ ଥିଲେ ଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ । ଏପଟେ ବୋଲ୍ଟଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ଗେଲ ନିଜର ଟେଷ୍ଟ କରାଇ ରିପୋର୍ଟ ନେଗେଟିଭ ଆସିଥିବାର ସୂଚନା ଦେଇଛନ୍ତି ।

By

Published : Aug 25, 2020, 5:29 PM IST

chris-gayles-covid-19-test-negative
chris-gayles-covid-19-test-negative

ନୂଆଦିଲ୍ଲୀ: ଷ୍ଟାର ଧାବକ ଉସେନ ବୋଲ୍ଟଙ୍କ ଜନ୍ମଦିନ ପାର୍ଟିରେ ଉପସ୍ଥିତ ଥିଲେ ଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ । ଏପଟେ ବୋଲ୍ଟଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ଗେଲ ନିଜର ଟେଷ୍ଟ କରାଇ ରିପୋର୍ଟ ନେଗେଟିଭ ଆସିଥିବାର ସୂଚନା ଦେଇଛନ୍ତି ।

ଗେଲଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ

ଫଳରେ ସେ କିଙ୍ଗ୍ସ ଇଲେଭେନ ସହ ଯୋଗ ଦେବା ପାଇଁ ୟୁଏଇ ଗସ୍ତ କରିପାରିବେ । ଚଳିତବର୍ଷ ଆଇପିଏଲ ଆଗାମୀ ସେପ୍ଟେମ୍ବର19ରେ ଆରମ୍ଭ ହେବ ।

ଗେଲଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ

ଗେଲ ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି ପ୍ରଥମ କୋଭିଡ ଟେଷ୍ଟ, ଯାତ୍ରା କରିବା ପୂର୍ବରୁ ମୋତେ 2ଥର ନେଗେଟିଭ ଟେଷ୍ଟ ଦରକାର ।

ଆଉ ଏକ ପୋଷ୍ଟରେ ଲେଖିଥିଲେ, ଗତଥର ଟେଷ୍ଟ ନାକର କିଛି ଭିତରକୁ ପଳାଇଥିଲା । ଯାହେଉ ଫଳ ନେଗେଟିଭ ଆସିଲା ।

ଗେଲଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ

ଶେଷରେ ଲେଖିଛନ୍ତି, 2020ରେ ଘରେ ହିଁ ରହିବି । ଆଉ ଯାତ୍ରା କରିବି ନାହିଁ ।

ABOUT THE AUTHOR

...view details