ଓଡିଶା

odisha

By

Published : Mar 9, 2020, 11:24 AM IST

ETV Bharat / sports

ରଣଜୀ ଟ୍ରଫି ଫାଇନାଲ: ପ୍ରଥମେ ବ୍ୟାଟିଂ କରୁଛି ସୌରାଷ୍ଟ୍ର

ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ, ରାଜକୋଟରେ ଚଳିତ ରଣଜୀ ସିଜିନର ଫାଇନାଲ ମୁକାବିଲା ଖେଳାଯାଉଛି । ପ୍ରଥମେ ଟସ ଜିତି ସୌରାଷ୍ଟ୍ରର ବ୍ୟାଟିଂ ଜାରି ରହିଛି ।

Bengal vs Sourashtra Ranji Trophy Final
ରଣଜୀ ଟ୍ରଫି ଫାଇନାଲ

କୋଲକାତା: ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ, ରାଜକୋଟ ଗ୍ରାଉଣ୍ଡରେ ଚଳିତ ରଣଜୀ ସିଜିନର ଫାଇନାଲ ମୁକାବିଲା ଖେଳାଯାଉଛି । ସୌରାଷ୍ଟ୍ର କ୍ୟାପଟେନ ଜୟଦେବ ଉନତକତ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ ଦୀର୍ଘ ବର୍ଷ ପରେ ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କରିଥିବା ବେଙ୍ଗଲ ଟାଇଟେଲ ବିଜୟ ପାଇଁ ଲକ୍ଷ୍ୟ ରଖିଛି ।

ସୌରାଷ୍ଟ୍ର ଚୁଡାନ୍ତ ଏକାଦଶ: ହାର୍ଭିକ ଦେଶାଇ, ଅଭି ବରତ(ୱିକେଟ କିପର), ଚେତେଶ୍ବର ପୂଜାରା, ବିଶ୍ବରାଜ ଜାଡେଜା, ସେଲଡେନ ଜାକସନ, ଅର୍ପିତ ବଶବଦ, ଚିରାଗ ଜାନି, ପ୍ରେରକ ମଙ୍କଡ, ଧର୍ମେନ୍ଦ୍ରସିଂ ଜାଡେଜା, ଜୟଦେବ ଉନତକତ(କ୍ୟାପଟେନ),ଚେତନ ସାକାରିୟା ।

ବେଙ୍ଗଲ ଚୁଡାନ୍ତ ଏକାଦଶ: ଅଭିମନ୍ୟୁ ଇସୱାରନ(କ୍ୟାପଟେନ), ସୁଦୀପ କୁମାର ଘରମି, ସୁଦୀପ ଚାଟାର୍ଜୀ, ମନୋଜ ତିୱାରୀ, ରିଦ୍ଧିମାନ ଶାହା(ୱିକେଟ କିପର), ଅନୁସ୍ତୁପ ମଜୁମଦାର, ସାହବାଜ ଅହମ୍ମଦ, ଅର୍ଣ୍ଣବ ନନ୍ଦି, ଅକାଶ ଦୀପ, ମୁକେଶ କୁମାର, ଇଶାନ ପୋରେଲ ।

ABOUT THE AUTHOR

...view details