କଟକ: ଡିସେମ୍ବର ଶେଷ ସପ୍ତାହରେ ବସିବ ବିସିସିଆଇର ବାର୍ଷିକ ସାଧାରଣ ବୈଠକ(ଏଜିଏମ) । ଏହି ବୈଠକରେ ଓଡିଶା କ୍ରିକେଟ ଆସୋସିଏସନ(ଓସିଏ)ର ଯୋଜନା ଓ ଦାବି ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ବିସିସିଆଇ ଏଜିଏମ ବୈଠକ, ଓସିଏକୁ ଟେଷ୍ଟ ଫେରିବା ଆବଶ୍ୟକ
ଡିସେମ୍ବର ଶେଷ ସପ୍ତାହରେ ବସିବ ବିସିସିଆଇର ବାର୍ଷିକ ସାଧାରଣ ବୈଠକ । ଅଧିକ ପଢନ୍ତୁ...
ବିସିସିଆଇ ଏଜିଏମ ବୈଠକ, ଓସିଏକୁ ଟେଷ୍ଟ ଫେରିବା ଆବଶ୍ୟକ
ବିସିସିଆଇ ଏଜିଏମ ବୈଠକରେ ଏକାଧିକ ରାଜ୍ୟ କ୍ରୀଡା ସଂଘକୁ ମିଳିବ ଅନେକ ଲାଭ । ଏହି କ୍ରମରେ ଓଡିଶା କ୍ରିକେଟ ସଂଘର ଭାଗରେ କେଉଁ କାର୍ଯ୍ୟକ୍ରମ ମିଳିବ ତାକୁ ନେଇ ଚର୍ଚ୍ଚା । କେଉଁ ପ୍ରସଙ୍ଗରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବେଶୀ ଫୋକସ କରିବ ଓସିଏ । ତାକୁ ନେଇ ମତ ରଖିଛନ୍ତି ପୂର୍ବତନ ରଣଜୀ ଖେଳାଳି ପବନ ଅଗ୍ରୱାଲ ।
Last Updated : Dec 20, 2020, 4:13 PM IST