ଓଡିଶା

odisha

ETV Bharat / sports

ଆଇପିଏଲ 2020: ଲଞ୍ଚ ହେଲା 13ତମ ସଂସ୍କରଣର ଆନ୍ଥେମ 'ଆୟେଙ୍ଗେ ହମ ବାପସ‌' - ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ

ବହୁ ପ୍ରତିକ୍ଷତ ଆଇପିଏଲ-2020ର ଖେଳ ସୂଚୀ ଆସିବା ପରେ ତା'ର ଆନ୍ଥମ ମଧ୍ୟ ବିସିସିଆଇ ରିଲିଜ କରିଛି । ଆନ୍ଥେମ ସଙ୍ଗର ଶୀର୍ଷକ ରହିଛି ' ଆୟେଙ୍ଗେ ହମ ବାପସ‌ ' ରହିଛି ।

ଆଇପିଏଲ 2020: ଲଞ୍ଚ ହେଲା 13ତମ ସଂସ୍କରଣର ଆନ୍ଥମ 'ଆୟେଙ୍ଗ ହମ ବାପସ୍‌'
ଆଇପିଏଲ 2020: ଲଞ୍ଚ ହେଲା 13ତମ ସଂସ୍କରଣର ଆନ୍ଥମ 'ଆୟେଙ୍ଗ ହମ ବାପସ୍‌'

By

Published : Sep 8, 2020, 11:45 AM IST

ହାଇଦ୍ରାବାଦ: ବହୁ ପ୍ରତିକ୍ଷତ ଆଇପିଏଲ-2020ର ଖେଳସୂଚୀ ଆସିବା ପରେ ତା'ର ଆନ୍ଥେମ ମଧ୍ୟ ବିସିସିଆଇ ରିଲିଜ କରିଛି । ଆନ୍ଥମ ସଙ୍ଗର ଶୀର୍ଷକ ରହିଛି' ଆୟେଙ୍ଗେ ହମ ବାପସ‌ ' ରହିଛି ।

ଆଇପିଏଲର ଆୟୋଜକ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆଇପିଏଲ 2020ର ଆନ୍ଥେମ ଟ୍ବିଟର ମାଧ୍ୟମରେ ରିଲିଜ କରିଛି ।

ରାପ୍‌ ଜରିଆରେ ଏହି ଆନ୍ଥେମ ସଙ୍ଗ୍‌ ପ୍ରସ୍ତୁତ ହୋଇଛି । ଏହି ଗୀତରେ କୋରୋନା ସହ ଯୁଦ୍ଧ ଲଢୁଥିବା ସମସ୍ତ ଭାରତୀୟ ଜଣେ ଜଣେ ଖେଳାଳି କୁହାଯାଇଛି । ଏକାସାଥିରେ ମହାମାରୀକୁ ହରାଇବା ଓ ଏହି ସମୟରେ ଆଇପିଏଲ ବି ଫେରିଛି ଏପରି କିଛି ଝଲକ ଆନ୍ଥେମ ସଙ୍ଗ୍‌ରେ ଦେଖିବାକୁ ମିଳିଛି ।

ସୂଚନାଥାଉକି, କୋରୋନା ମହାମୀରୀ ଯୋଗୁଁ ଚଳିତ ବର୍ଷର ଆଇପିଏଲ ମ୍ୟାଚ ୟୁଏଇରେ ଆୟୋଜିତ ହେଉଛି ।

ଗତ ରବିବାର ଦିନ ବିସିସିଆଇ ଆଇପିଏଲର ଖେଳସୂଚୀ ଜାରି କରିଛିୱ। 19ସେପ୍ଟେମ୍ବର ଦିନ ପ୍ରଥମ ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଆବୁଧାବିରେ ଖେଳାଯିବ ।

ABOUT THE AUTHOR

...view details