ଓଡିଶା

odisha

ETV Bharat / sports

ଶ୍ରୀଲଙ୍କା-ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷିତ - India squad for Sri Lanka

ଶ୍ରୀଲଙ୍କା ବିପକ୍ଷ ଟି-20 ସିରିଜ ଓ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି । ଅଧିକ ପଢନ୍ତୁ...

ଟିମ ଇଣ୍ଡିଆ ଘୋଷଣା
BCCI announces Team India

By

Published : Dec 23, 2019, 10:05 PM IST


ହାଇଦ୍ରବାଦ: ଶ୍ରୀଲଙ୍କା ବିପକ୍ଷ ଟି-20 ସିରିଜ ଓ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି । ଷ୍ଟାର ପେସ ବୋଲର ଜଶପ୍ରୀତ ବୁମରାଙ୍କ ସହ ଓପନର ଶିଖର ଧାୱନ ଦଳରେ ସ୍ଥାନ ପାଇଛନ୍ତି । ତେବେ ଏହି ସିରିଜରୁ ରୋହିତ ଶର୍ମା ଓ ପେସ ବୋଲର ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଛି ।

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ:

ଫଟୋ ସୌଜନ୍ୟ: twitter@BCCI


ବିରାଟ କୋହଲି(କ୍ୟାପଟେନ), ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ମନିଷ ପାଣ୍ଡେ, ସଞ୍ଜୁ ସାମସାନ, ଋଷଭ ପନ୍ତ, ଶିବମ ଦୁବେ, ୟୁଜଭେନ୍ଦ୍ର ଚହଲ, ଜଶପ୍ରୀତ ବୁମରା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ନବଦୀପ ସାଇନି, ଜଶପ୍ରୀତ ବୁମରା, ୱାସିଂଟନ ସୁନ୍ଦର, ଜଶପ୍ରୀତ ବୁମରା, ।

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ:

ଫଟୋ ସୌଜନ୍ୟ: twitter@BCCI


ବିରାଟ କୋହଲି(କ୍ୟାପଟେନ), ରୋହିତ ଶର୍ମା, ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ମନିଷ ପାଣ୍ଡେ, କେଦାର ଯାଦବ, ଋଷଭ ପନ୍ତ(ୱିକେଟ କିପର), ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ନବଦୀପ ସାଇନି, ଜଶପ୍ରୀତ ବୁମରା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି ।

ABOUT THE AUTHOR

...view details