ଓଡିଶା

odisha

ETV Bharat / sports

ମହିଳା ଟି20 ବିଶ୍ବକପ: ଭାରତୀୟ ଦଳ ଘୋଷଣା - T20 world Cup Womens team India squad

ମହିଳା ଟି20 ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । କ୍ୟାପଟେନ ହରମନପ୍ରିତ କୌରଙ୍କ ନେତୃତ୍ବରେ 15 ଜଣିଆ ଭାରତୀୟ ଦଳ ବିସିସିଆଇ ପକ୍ଷରୁ ଘୋଷଣା ହୋଇଛି । ଅଧିକ ପଢନ୍ତୁ...

T20 world Cup Womens team India squad
ମହିଳା ଟି20 ବିଶ୍ବକପ

By

Published : Jan 12, 2020, 1:08 PM IST

ନୂଆଦିଲ୍ଲୀ: ମହିଳା ଟି20 ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । କ୍ୟାପଟେନ ହରମିନପ୍ରିତ କୌରଙ୍କ ନେତୃତ୍ବରେ ବିଶ୍ବକପ ଖେଳିବ ଭାରତ । ଏନେଇ 15 ଜଣିଆ ଭାରତୀୟ ଦଳ ବିସିସିଆଇ ପକ୍ଷରୁ ଘୋଷଣା ହୋଇଛି ।

ଫଟୋ ସୌଜନ୍ୟ: twitter @BCCI


ମହିଳା ଟି20 ବିଶ୍ବକପ ପାଇଁ ଭାରତୀୟ ଦଳ:
ହରମନପ୍ରିତ କୌର(କ୍ୟାପଟେନ), ସ୍ମୃତି ମାନ୍ଧାନା, ସେଫାଳି ବର୍ମା, ଜେମିମା ରୋଡ୍ରିଗ୍ୟୁସ, ହାରଲିନ ଦେଓଲ, ଦିପ୍ତି ଶର୍ମା, ବେଦା କ୍ରୀଷ୍ଣାମୂର୍ତ୍ତୀ, ରିଚା ଘୋଷ, ତାନିଆ ଭାଟିଆ(ୱିକେଟ କିପର), ପୁନମ ଯାଦବ, ରାଧା ଯାଦବ, ରାଜେଶ୍ବରୀ ଗାଏକ୍ବାଡ, ସିଖା ପାଣ୍ଡେ, ପୂଜା ବସ୍ତ୍ରକର, ଅରୁନ୍ଧତୀ ରେଡ୍ଡି ।

ABOUT THE AUTHOR

...view details