ହାଇଦ୍ରାବାଦ: ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ଘୋଷଣା ହୋଇଛି ବାଂଲାଦେଶର ଶ୍ରୀଲଙ୍କା ଗସ୍ତ । ସୋମବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଏନେଇ ଘୋଷଣା କରିଛି ।
ଆଇସିସିର ଘୋଷଣା, ବାଂଲାଦେଶର ଶ୍ରୀଲଙ୍କା ଗସ୍ତ ସ୍ଥଗିତ - ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ଘୋଷଣା
ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ଘୋଷଣା ହୋଇଛି ବାଂଲାଦେଶର ଶ୍ରୀଲଙ୍କା ଗସ୍ତ । ସୋମବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଏନେଇ ଘୋଷଣା କରିଛି ।
ଆସିସିସିର ଘୋଷଣା, ବାଂଲାଦେଶର ଶ୍ରୀଲଙ୍କା ଗସ୍ତ ସ୍ଥଗିତ
ଆସନ୍ତା ମାସରେ ବାଂଲାଦେଶ ଟିମ ଶ୍ରୀଲଙ୍କା ଗସ୍ତ କରିବାର ସୂଚୀ ରହିଥିଲା । ଏହି ଗସ୍ତରେ ଉଭୟ ଟିମ ମଧ୍ୟରେ 3 ଟିକିଆ ଟେଷ୍ଟ ଖେଳାଯିବାର ସୂଚୀ ରହିଥଲା । ମାତ୍ର ଏହି ଗସ୍ତ ସ୍ଥଗିତ ଘୋଷଣା ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ