ହାଇଦ୍ରାବାଦ: ଟିମ ଇଣ୍ଡିଆ ବିପକ୍ଷ ସୀମିତ ଓଭର କ୍ରିକେଟ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା । ଘୋଷିତ ଦଳରେ ଆରୋନ ଫିଞ୍ଚ କ୍ୟାପଟେନ ଓ ଭାଇସ-କ୍ୟାପଟେନ ପାଟ କମିନ୍ସଙ୍କୁ କରାଯାଇଛି ।
ଭାରତ vs ଅଷ୍ଟ୍ରେଲିଆ: କ୍ରିକେଟ ଅଷ୍ଟ୍ରେଲିଆର ସୀମିତ ଓଭର ଦଳ ଘୋଷଣା ଆଇପିଏଲ 2020 ପରେ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ରହିଛି । ଏହି ଗସ୍ତରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟି-20 ଓ 3 ଟିକିଆ ଦିନିକିଆ ସିରିଜ ଖେଳାଯିବ । ଏଥିସହ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ମଧ୍ୟ ଖେଳାଯିବ ।
ଭାରତ vs ଅଷ୍ଟ୍ରେଲିଆ: କ୍ରିକେଟ ଅଷ୍ଟ୍ରେଲିଆର ସୀମିତ ଓଭର ଦଳ ଘୋଷଣା ସୀମିତ ଓଭର ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ(କ୍ୟାପଟେନ), ସନ ଆବଟ, ଆଷ୍ଟନ ଅଗର, ଆଲେକ୍ସ କ୍ୟାରୀ, ପାଟ କମିନ୍ସ(ଭାଇସ କ୍ୟାପଟେନ), କେମରୁନ ଗ୍ରୀନ, ଜସ ହେଜେଲଉଡ, ମୋଇସେସ ହେନେରିକ୍ସ, ମାର୍ନସ ଲାବୁସାନ, ଗ୍ଳେନ ମାକ୍ସୱେଲ, ଡାନିଏଲ ସାମସ, କେନ ରିଚାର୍ଡସନ, ଷ୍ଟିଭେନ ସ୍ମିଥ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ମାଥ୍ୟୁ ୱେଡ, ଡେଭିଡ ୱାର୍ଣ୍ଣର ଓ ଆଡାମ ଜାମ୍ପା ।
ଟିମ ଇଣ୍ଡିଆ ଟି-20 ସ୍କ୍ବାଡ: ବିରାଟ କୋହଲି(କ୍ୟାପଟେନ), ଶିଖର ଧାୱନ, ମୟଙ୍କ ଅଗ୍ରୱାଲ, କେଏଲ ରାହୁଲ(ଭାଇସ କ୍ୟାପଟେନ/ୱିକେଟ କିପର), ଶ୍ରେୟସ ଆୟର, ମନିଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ(ୱିକେଟ କିପର), ରବିନ୍ଦ୍ର ଜାଡେଜା, ୱାସିଂଟନ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ଜଶପ୍ରୀତ ବୁମରା, ମହମ୍ମଦ ସାମି, ନବଦୀପ ସାଇନି, ଦୀପକ ଚହର, ବରୁଣ ଚକ୍ରବର୍ତ୍ତୀ ।
ଟିମ ଇଣ୍ଡିଆ ଦିନିକିଆ ସ୍କ୍ବାଡ: ବିରାଟ କୋହଲି(କ୍ୟାପଟେନ), ଶିଖର ଧାୱନ, ଶୁଭମନ ଗିଲ୍, କେଏଲ ରାହୁଲ(ଭାଇସ-କ୍ୟାପଟେନ/ ୱିକେଟ କିପର), ଶ୍ରେୟସ ଆୟର, ମନିଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ, ରବିନ୍ଦ୍ର ଜାଡେଜା, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜଶପ୍ରୀତ ବୁମରା, ମହମ୍ମଦ ସାମି, ନବଦୀପ ସାଇନି, ଶାର୍ଦ୍ଦୁଳ ଠାକୁର ।
ବ୍ୟୁରା ରିପୋର୍ଟ, ଇଟିଭି ଭାରତ