ଓଡିଶା

odisha

ETV Bharat / sports

Asia Cup 2022: ଟସ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଭାରତ - super 4 round in asia cup

ଟସ ଜିତି ଶ୍ରୀଲଙ୍କାର ପ୍ରଥମେ ବୋଲିଂ ନିଷ୍ପତ୍ତି । ଆଜିର ମ୍ୟାଚରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ରବି ବିଷ୍ଣୋୟୀଙ୍କ ବଦଳରେ ରବିଚନ୍ଦ୍ରନ ଅଶ୍ବିନୀଙ୍କୁ ପ୍ଲେ ଇଂ ଇଲେଭେନରେ ସ୍ଥାନ ଦିଆଯାଇଛି । ଅଧିକ ପଢନ୍ତୁ

Asia Cup 2022 : ଟସ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଭାରତ
Asia Cup 2022 : ଟସ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଭାରତ

By

Published : Sep 6, 2022, 7:10 PM IST

Updated : Sep 6, 2022, 7:36 PM IST

ହାଇଦ୍ରାବାଦ: ସୁପର ୪ ରାଉଣ୍ଡରେ ଆଜି ଶ୍ରୀଲଙ୍କା ସହ ଖେଳୁଛି ଭାରତ । ଟସ ଜିତି ଶ୍ରୀଲଙ୍କାର ପ୍ରଥମେ ବୋଲିଂ ନିଷ୍ପତ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଭାରତ । ଆଜିର ମ୍ୟାଚ ବାବଦରେ ରୋହିତ ଶର୍ମା କହିଛନ୍ତି " ପିଚର ପରିବର୍ତ୍ତନ ହୋଇନାହିଁ । ତେଣୁ ଆମକୁ ବ୍ୟାଟିଂ କରିବାକୁ ଭଲ ହେବ । ଏହା ଏକ ସୁଯୋଗ ଖେଳରେ ଭଲ ପ୍ରଦର୍ଶନ କରିବାକୁ । ଆଜିର ମ୍ୟାଚରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ରବି ବିଷ୍ଣୋୟୀଙ୍କ ବଦଳରେ ରବିଚନ୍ଦ୍ରନ ଅଶ୍ବିନୀଙ୍କୁ ପ୍ଲେ ଇଂ ଇଲେଭେନରେ ସ୍ଥାନ ଦିଆଯାଇଛି ।"

ପ୍ଲେଇଂ ଇଲେଭେନ ଭାରତ

ରୋହିତ ଶର୍ମା ( ଅଧିନାୟକ ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଦୀପକ ହୁଡା, ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ବୀନ, ଭୁବନେଶ୍ବର କୁମାର, ୟୁଜିବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ

ପ୍ଲେଇଂ ଇଲେଭେନ ଶ୍ରୀଲଙ୍କା

ପାଥୁମ ନିଶଙ୍କା, କୁଶଲ ମେଣ୍ଡିସ, ଚରିଥ ଆସଲଙ୍କା, ଦନୁଷ୍କା ଗୁଣତିଲକ, ଭାନୁକା ରାଜପକ୍ଷେ, ଦାସୁନ ଶନକା ( ଅଧିନାୟକ ), ୱାନିନ୍ଦୁ ହସରଙ୍ଗା, ଚମିକା କରୁଣାର୍ଥେ, ମହେଶ ଥିକଶାନା, ଆଶିଥା ଫେର୍ଣ୍ଣାଣ୍ଡୋ, ଦିଲସାନ ମଧୁଶଙ୍କା

Last Updated : Sep 6, 2022, 7:36 PM IST

ABOUT THE AUTHOR

...view details