ବ୍ୟାଙ୍କକ୍:ଚଳିତଥାଇଲାଣ୍ଡ ଓପନର ଦ୍ବିତୀୟ ରାଉଣ୍ଡରେ ପରାଜୟ ସହ ବାଦ ପଡିଲେ ଭାରତୀୟ ମିକ୍ସ ଡବଲ୍ସ ବ୍ୟାଡମିଣ୍ଟନ ଯୋଡି ସାତ୍ବିକସାଇରାଜ ରାଙ୍କିରେଡ୍ଡି ଓ ଅଶ୍ବିନି ବୋପାନ୍ନା । ଗୁରୁବାର ଦ୍ବିତୀୟ ରାଉଣ୍ଡରେ ପରାସ୍ତ ହେବାପରେ ଅଭିଯାନ ଶେଷ ହୋଇଛି ।
ମଙ୍ଗଳବାର ସାତ୍ବିକସାଇରାଜ ଓ ଅଶ୍ବିନି ପ୍ରଥମ ରାଉଣ୍ଡରେ ଇଣ୍ଡୋନେସିଆର ହାଫିଜ ଫୈଜଲ ଏ ଗ୍ଳୋରିଆ ଏମାନୁଏଲ ୱିଡଜାଜଙ୍କୁ ହରାଇ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ ।