ବ୍ୟାଙ୍କକ୍:ସ୍ପେନର କରୋଲିନା ମାରିନ ରବିବାର ଥାଇଲାଣ୍ଡ ଓପନର ମହିଳା ବର୍ଗରେ ତାଇ ଜୁ ୟିଙ୍କୁ ହରାଇ ଚମ୍ପିଆନ ହୋଇଛନ୍ତି ।
ଅଲମ୍ପିକ ଗୋଲ୍ଡ ବିଜେତା କରୋଲିନା ଫାଇନାଲ ମୁକାବିଲାରେ 21-19, 21-17 ସେଟ୍ରେ ବିଜୟୀ ହୋଇଛନ୍ତି । 48 ମିନିଟ ପର୍ଯ୍ୟନ୍ତ ଖେଳାଯାଇଥିବା ଏହି ମୁକାବିଲାରେ ପ୍ରଭାବୀ ପ୍ରଦର୍ଶନ ସହ ଏକତରଫା ବିଜୟ ହାସଲ କରିଛନ୍ତି ଭେଟେରାନ ସ୍ପେନ ସର୍ଟଲର।